ଅସହାୟ ମାନଙ୍କ ପାଇଁ ନିଜେ ମାସ୍କ ତିଆରି କଲେ ସରପଞ୍ଚ ରଜନୀ ସାହୁ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୧୦/୦୪- ଓଡ଼ିଶାରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଙ୍ଖା ବଢିବା ସହିତ ତାଳାବନ୍ଦ ଅବଧି ମଧ୍ୟ ବଢିଛି । ଗତ ୯ ତାରିଖ ଦିନ ଠାରୁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି
Read More...

ଥାନା ଓ ତହସିଲ ର ସ୍ୱଚ୍ଛତା ଓ ସଚେତନତା ଅଭିଯାନ ।

କୋଦଳା,(ପିପିଟି ନ୍ଯୁଜ୍)୧୦/୦୪- -ମହାମାରୀ କରୋନା କୁ ନେଇ ସାରାବିଶ୍ଵ ଆତଙ୍କିତ । ଦେଶ ବର୍ତ୍ତମାନ ତାଲାବନ୍ଦୀ ରେ ।ଦୀର୍ଘଦିନ ଧରି କୋଦଳା ପ୍ରଶାସନ ରାତିଦିନ ଏକ କରି ଲୋକଙ୍କୁ ସୁରକ୍ଷ୍ଯାଦେଇ  ଚାଲିଥିବା ବେଳେ ଗୁରୁବାର
Read More...

ଗଞ୍ଜାମର ସମସ୍ତ ପ୍ରଵେଶ ପଥରେ ସି ସି କ୍ୟାମେରା ଓ ମାଜିଷ୍ଟ୍ରେଟ ମୁତୟନ ରହିବେ ।

ଛତ୍ରପୁର, ୦୯/୦୪-ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଓ ମାଜିଷ୍ଟ୍ରେଟ ମୁତୟନ ହେବେ । ସମସ୍ତ ଯାନ ବାହାନ ଯାଞ୍ଚ କରାଯିବ । ମାଲ ବାହି ଗାଡିର ଚାଳକ ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ଭିତରକୁ
Read More...

ଲକ୍ ଡାଉନ ସମୟ ସୀମା ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତ୍ତିକୁ ବିଜେପି ର ସ୍ବାଗତ ।

ଭୁବନେଶ୍ବର,୦୯/୦୪- କରୋନା ମହାମାରୀର ସଫଳ ମୁକାବିଲା କରିବା ପାଇଁ 'ଲକ୍ ଡାଉନ ' ବ୍ଯତିତ କୌଣସି ବିକଳ୍ପ ନାହିଁ ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ
Read More...

ଲକ୍ ଡାଉନ୍ କଟକଣାକୁ ଅବମାନନା ୨୯ ହଜାର ଆଦାୟ ।

ପାତ୍ରପୁର,(ପିପିଟି ନ୍ଯୁଜ୍)୦୯/୦୪ - କରୋନକୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଛି ଏଭଳି ପରିସ୍ଥିତିରେ ସାରା ଦେଶରେ ଲକ୍ ଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ମହାମାରୀ କରୋନା କୁ ନେଇ ବାରମ୍ବାର ଲୋକଙ୍କୁ ଘରେ ରହିବାକୁ
Read More...

ଓଡିଶାରେ ପହଞ୍ଚିଲା କୋଭିଡ୍ -୧୯ କିଟ୍ ।

ଭୁବନେଶ୍ୱର,୦୯/୦୪- ଲକ୍‌ଡାଉନ୍‌ ଜାରି ରହିଥିବାରୁ କାର୍ଗୋ ବିମାନ ଯୋଗେ ଓଡ଼ିଶାକୁ ଔଷଧ ଓ ମେଡିକାଲ ସାମଗ୍ରୀ ପରିବହନ ଜାରି ରହିଛି। ତେବେ ବୁଧବାର ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ କୋଭିଡ୍‌-୧୯ ପାଇଁ ଟେଷ୍ଟିଂ କିଟ୍‌ ସହ
Read More...

ଖଣ୍ଡିଆ ନଈରେ ଉପଜିଲ୍ଲାପାଳଙ୍କ ସମୂହ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଛତ୍ରପୁର ତା.୯.୪. ବେଗୁନିଆପଡା ବ୍ଲକ୍ ର ଖଣ୍ଡିଆନଈ ଗ୍ରାମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମୂହ ସ୍ବାସ୍ଥ୍ୟ ଯାଞ୍ଚ  କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି  । ସ୍ଥାନୀୟ ଶିକ୍ଷକ ଏବଂ ଅଙ୍ଗନଓ୍ବାଡି କର୍ମୀ
Read More...

ଲକ ଡାଉନ ବେଳେ ନୃସିଂହନାଥରେ ଭୋକିଲା ମାଙ୍କଡ଼ ଓ ପଶୁପକ୍ଷୀଙ୍କୁ ଖାଦ୍ଯ ପ୍ରଦାନ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୯/୦୪ - ସାରା ଦେଶରେ ତାଳାବନ୍ଦ ଚାଲିଛି । ଆଜି ପୁଣି ଓଡ଼ିଶା ସରକାର ଏପ୍ରିଲ ୩୦ଯାଏଁ ତାଳାବନ୍ଦକୁ ବଢାଇଛନ୍ତି । ତାଳାବନ୍ଦ ଯୋଗୁଁ ସମସ୍ତ ତୀର୍ଥକ୍ଷେତ୍ର ଜନସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ।

ପୋଲସରା,(ପିପିଟି ନ୍ଯୁଜ୍)୦୯/୦୪-କୋଭିଡ୍-୧୯ ର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସଞ୍ଜିତା ସାହୁ ୫୦ ହଜାର ଟଙ୍କା
Read More...

ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ବରଗଡ଼ ତରଫରୁ ଧନ୍ୟବାଦ ପତ୍ର ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୮/୦୪- ବର୍ତ୍ତମାନ ମହାମାରୀ କରୋନା ଭାଇରସ ପାଇଁ ସାରା ରାଜ୍ୟ ଦେଶ ତଥା ବିଶ୍ୱ ଲଗ ଡାଉନ ଅବସ୍ଥା ରେ ଥିବାରୁ ଆମ ରାଜ୍ୟରେ ଥିବା କଳାକାର ମନେ ନିଜର ଜୀବନ ଜୀବିକା ହରେଇ ବହୁତ
Read More...