ପଶ୍ଚିମ ଓଡିଶାକୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ଭଞ୍ଜନଗର ପ୍ରଶାସନ ସହାୟତା ଯୋଗାଇଲେ ।
ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୩/୦୪- ଲକ୍ଡାଉନ୍ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ। ବୁଧବାର ଭଞ୍ଜନଗର ଦେଇ!-->…
Read More...
Read More...