ଅଗ୍ନିକାଣ୍ଡରେ ଦୁଇଟି ଘର ପୋଡିଯାଇଛି ।
ପାତ୍ରପୁର,(ପିପିଟି)୧୩/୦୬,ସାମନ୍ତରାପୁର ଗ୍ରାମ ପଞ୍ଚାୟତ ଗୁଡିପଦର ଗ୍ରାମରେ ଆଜି ଅପରାହ୍ନ ରେ ଏକ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଦୁଇଟି ଘର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ଏଥିରେ ଘରର ଅସବାପତ୍ର ନଷ୍ଟ ହୋଇଯାଇଛି!-->…
Read More...
Read More...