ଗଣମାଧ୍ୟମର ପ୍ରଭାବ ,କଂସାରୀ ସାହି ନଳା ନିର୍ମାଣ କାର୍ଯ୍ୟ ଆରମ୍ଭ ।

ବେଲଗୁଣ୍ଠା,(ପିପିଟି)୦୬/୦୫,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କଂସାରୀ ସାହି ଓ ଜଗନ୍ନାଥ ପାଟଣା ସାହିକୁ ଲାଗି ରହିଥିବା ନଳାଟି ବହୁ ଦିନରୁ ସଫା ହୋଇ ନଥିଲା ।ଫଳରେ ଅସରାଏ ବର୍ଷା ହେଲେ ନଳାରୁ ମଇଳା ପାଣି ଓ
Read More...

ଜନବସତିର ଅତି ନିକଟରେ ସଙ୍ଗରୋଧ କେନ୍ଦ୍ର ,ସ୍ଥାନାନ୍ତର ପାଇଁ ଅଞ୍ଚଳ ବାସୀଙ୍କ ଦାବି ।

ବେଲଗୁଣ୍ଠା,(ପିପିଟି)୦୬/୦୫-ପ୍ରବାସୀ ଓଡ଼ିଆଙ୍କ ଓଡିଶା ଆଗମନ ଜାରି ରହିଛି ।ବେଲଗୁଣ୍ଠା ବ୍ଳକ୍ ଓ ଏନ୍.ଏ.ସି କୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୨୦୦ ପ୍ରବାସୀ ଓଡିଆ ଆସି ଅଞ୍ଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି
Read More...

ପଦ୍ମପୁର ଅଞ୍ଚଳରେ ଅଭିନବ ପ୍ରୟାସ ।

ପଦ୍ମପୁର,(ପିପିଟି)୦୬/୦୫,ପଦ୍ମପୁର ଅଂଚଳ ରେ କରୋନା ଦାଉରୁ ନିଃସହାୟ ନିରୀହ ଖଟିଖିଆ ଦିନ ମଜୁରିଆଙ୍କ ମୁହଁ ରେ ଦିର୍ଘଦିନ ଧରି ବିଭିନ୍ନ ଅଞ୍ଚଳକୁ ଯାଇ ଶୁଖିଲାଖାଦ୍ୟ ଯୋଗାଇ ତାଙ୍କମାନଙ୍କ ମୁହଁ ରେ ହସ ଫୁଟାଇ ଆସୁଥିବା
Read More...

ଶ୍ରୀ ନୃସିଂହନାଥଙ୍କ ବୈଶାଖ ମେଳା ଆରମ୍ଭ ।

ପଦ୍ମପୁର,( ପିପିଟି)୦୬/୦୫ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ଆରମ୍ଭ । ଆଜି ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ
Read More...

କୁଆପଥର ଓ ବର୍ଷା ସାଙ୍ଗକୁ ପ୍ରବଳ ଘୁର୍ଣ୍ଣିଝଡ଼ : ବ୍ୟାପକ ଡାଲୁଆ ଧାନ ଫସଲ ନଷ୍ଟ ।

ଉଲୁଣ୍ଡା,(ପିପିଟି)୦୬/୦୫ - ଖରିଫ ଋତୁରେ ଏବେ ବାରମ୍ବାର କାଳବୈଶାଖୀ ସହ ବର୍ଷା ଓ କୁଆପଥର ମାଡ ଚାଷୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି ।ଗୋଟିଏ ପଟେ ଲାକଡାଉନ ଯୋଗୁ ଅଞ୍ଚଳର ପରିବ ଚାଷୀ ବିକ୍ରିବଟା କରିପାରୁ
Read More...

ଚାଲିଛି ଖୋଲା ମେଲା,ପ୍ରଶାସନିକ ବ୍ୟବସ୍ଥା ଢ଼ିଲା !

ଶେରଗଡ଼ ,(ପିପିଟି)୦୬/୦୫ , ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଞ୍ଚାୟତ ଥିବା ହାଇସ୍କୁଲର ଏ ହୋଉଛି ଦୃଶ୍ୟ କିଛି ଲୋକ କ୍ବାରେଣ୍ଟାଇନ ରେ ଥିବା ବ୍ୟକ୍ତିଙ୍କ ସହ କଥା ହେବାର ଚିତ୍ର ସାମ୍ନାକୁ ଆସିଛି ନା
Read More...

ଅବକାରୀ ବିଭାଗର ଚଢାଉ ; ବିପୁଳ ପରିମାଣର ଗଞ୍ଜେଇ ସହ ମହିଳା ଗିରଫ ।

ବୋଲଗଡ,(ପିପିଟି)୦୬/୦୫ ,ବିଶ୍ୱ ବିପତ୍ତି ସମୟରେ ନିଶା ବେପାରୀମାନ ଗ୍ରାମାଞ୍ଚଳରେ ସକ୍ରୀୟ ଅଛନ୍ତି । ଏମିତି କି ଦିନ ଦ୍ବିପ୍ରହରରେ ବିଭିନ୍ନ ପ୍ରକାର ଢାଲ କରି ଚୋରା ଗଞ୍ଜେଇ କାରାବାର
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪ ରେ ପହଞ୍ଚିଲା ।

ବ୍ରହ୍ମପୁର,(ପିପିଟି)୦୬/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୪ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ରେ ପହଞ୍ଚିଛି । ବର୍ତ୍ତମାନ
Read More...

କ୍ବାରେଣ୍ଟାଇନ ସେଣ୍ଟରରୁ ଖସିଆସିଥିବା ବ୍ୟକ୍ତିଙ୍କୁ କାବୁକଲା ପୋଲିସ ।

ଭଞ୍ଜନଗର,(ପିପିଟି),୦୫/୦, ବାହାରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପ୍ରଶାସନ ଓ ପୋଲିସ ପାଇଁ ସାଜିଛନ୍ତି ଚିନ୍ତାର କାରଣ ।କିଏ କ୍ବାରେଣ୍ଟାଇନ ସେଣ୍ଟର ରେ ଖାଦ୍ୟ ଫୋପାଡୁଛି ତ ଆଉ କିଏ ଖସି ପଳୋଉଛି।ସମସ୍ତଙ୍କୁ
Read More...

ସୁରତରୁ ଯାଜପୁର ଆସିଥିବା ୧୦୫ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି ।

ଯାଜପୁର,(ପିପିଟି)୦୫/୦୫ ,ଗୁଜରାଟ ସୁରାତରୁ ଯାଜପୁରକୁ ଆସି ଥିବା ୧୦୫ ଲୋକଙ୍କୁ ଛତିଆ ରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ବ୍ଲକକୁ ପଠାଯାଇଛି। ଏମାନେ ବିନା ସୂଚନା ରେ ପହଞ୍ଚି ଥିଲେ। ଧର୍ମଶାଳା ୧୬ ବରୀ
Read More...