ବେଲଗୁଣ୍ଠା ଏନ୍.ଏ.ସିରେ ଭ୍ରାମ୍ୟମାଣ ଯାନରେ କରୋନା ପରୀକ୍ଷା ଆରମ୍ଭ, ପ୍ରଥମ ଦିନରେ ୨୨ ଜଣଙ୍କ ପରୀକ୍ଷା ।
ବେଲଗୁଣ୍ଠା,୩୧/୦୮(ପିପିଟି); ବେଲଗୁଣ୍ଠା ସହରରେ ଭ୍ରାମ୍ୟମାଣ କରୋନା ପରୀକ୍ଷା ଯାନ ଦ୍ୱାରା ସହରବାସୀଙ୍କ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି । ଗତ ରବିବାର ଭଞ୍ଜନଗର ଉପଜିଲ୍ଲାପାଳ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ!-->…
Read More...
Read More...