କୋଶଲ ଯୁବ ସମନ୍ୱୟ ସମିତି ପକ୍ଷରୁ ରକ୍ତଦାନ ଶିବିର ।

ଉଲୁଣ୍ଡା,(ପିପିଟି)୨୯/୦୪ - ସାରାଦେଶରେ ଲକଡାଉନ ଯୋଗୁଁ ଡାକ୍ତରଖାନା ମାନଙ୍କରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଶଲ ଯୁବ ସମନ୍ୱୟ ସମିତି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
Read More...

୬ଟି କାଠ ଗଣ୍ଡି ଜବତ କଲା ବନ ବିଭାଗ ।

ଉଲୁଣ୍ଡା ,(ପିପିଟି)୨୯/୦୪- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ବିଟ ଅଧିନ ସୁନାପାଲି ସଂରକ୍ଷିତ ଜଙ୍ଗଲ ରୁ ଛଅଗୋଟି ମୁଣ୍ଡି ଗଛ ଗଣ୍ଡି ଜବତ କରି କୋଟସମଲାଇ ବିଟରେ ରଖିଛି ।ଉଲୁଣ୍ଡା ବନାଞ୍ଚଳ
Read More...

ଏବିଭିପି ଢେଙ୍କାନାଳ ପକ୍ଷରୁ ଷ୍ଟୁଡେଣ୍ଟ କିଟ୍ ବଣ୍ଟନ ।

ଢେଙ୍କାନାଳ,(ପିପିଟି)୨୯/୦୪-କରୋନାର ଏହି ଘଡି ସନ୍ଧି ସମୟରେ ଲକ୍ ଡାଉନ ଚାଲୁଥିବା ହେତୁ ଶିକ୍ଷା ବ୍ୟବସ୍ଥା ରେ ଅସୁବିଧା ଉପୁଜିଛି । ଏହି ସମୟରେ ଏବିଭିପି ଯାହାକି ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ କିଛି ଅଭିନବ ପ୍ରୟାସ
Read More...

ପୋଲସରା ବିଧାୟକଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ ଓ ତଦାରଖ ।

ପୋଲସରା,(ପିପିଟି)୨୯/୦୪-ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ନିଜ ନିର୍ବାଚନ ମଣ୍ଡଳୀ ର ୪ଗୋଟି ପଞ୍ଚାୟତ ମନ୍ଦାର,ଅରଖପୁର, ଏ.କରଡ଼ାବାଡ଼ି ଓ ପୋଚାଲୁଣ୍ଡି ଗ୍ରାମକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା କରୋନା
Read More...

ଜିଲ୍ଲାପାଳଙ୍କ ଉଦ୍ୟମରେ ରୋଗୀଙ୍କୁ ମିଳିଲା ଔଷଧ ।

ରାମନାଗୁଡା,(ପିପିଟି)୨୯/୦୪- କରୋନା ମହାମାରୀ ଯୋଗୁଁ ସାର ଭାରତ ବର୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଲକ ଡାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିଛି । ଏହା ଦ୍ୱାରା ଜନସାଧାରଣ
Read More...

ଲର୍ଡ୍ ସ୍ବେଚ୍ଛାସେବୀ ସଙ୍ଗଠନର କୋଭିଡ୍ – ୧୯ ସଚେତନ କାର୍ଯ୍ୟକ୍ରମ ।

ଢେଙ୍କାନାଳ,(ପିପିଟି)୨୯/୦୪-ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ସୋରିସିଅପଡା ପଂଚାୟତ ସିମିଳିଆ ଗ୍ରାମରେ ଲର୍ଡ୍ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଏକ କୋଭିଡ -୧୯ ସଚେତନତା କାଯ୍ୟକ୍ରମ ଆୟୋଜନ ସ୍ଥାନୀୟ କୋଠାଘର
Read More...

ବିଜେପି ବରିକେଲ ମଣ୍ଡଳ ପକ୍ଷରୁ ରକ୍ତ ଦାନ ଶିବିର ।

ପଦ୍ମପୁର,(ପିପିଟି)୨୯/୦୪-ସମଗ୍ର ବିଶ୍ୱକୁ କରୋନା ଭୂତାଣୁ କବଳିତ କରିରଖିଛି । ମଣିଷ ସମାଜ ନିଜ ଜୀବନ ପାଇଁ ଛଟପଟ । ସମଗ୍ର ଦେଶ ତଥା ରାଜ୍ୟରେ ଲକଡାଉନ ପାଇଁ ରକ୍ତ ଭଣ୍ଡାର ମାନଙ୍କରେ ରୋଗୀଙ୍କୁ ରକ୍ତ ର ଆବଶ୍ୟକତା
Read More...

ପଦ୍ମପୁର ସୁନ୍ନି ମୁସଲିମ୍ ଜମାତ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର,(ପିପିଟି)୨୯/୦୪-- ସାରା ବିଶ୍ବ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଯୋଗୁଁ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । କରୋନା ଯୋଗୁଁ ସାରା ଭାରତ ଏକ ଦୟନୀୟ ଅବସ୍ଥାରେ ଗତି କରୁଛି ।
Read More...

ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରି ଅନୁଷ୍ଠିତ ।

ରାମନାଗୁଡା,(ପିପିଟି)୨୯/୦୪- ଲକ୍ ଡାଉନ୍ ସମୟରେ ଦେଶ ତଥା ରାଜ୍ୟରେ ଥିବା ରକ୍ତଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଛି।ଫଳରେ ରୋଗୀ ମାନେ ସେମାନଙ୍କୁ ଆବଶ୍ୟକ ହେଉଥିବା ରକ୍ତ ବେଳେ ପାଇପାରୁନାହାନ୍ତି।ରକ୍ତଭଣ୍ଡାରରେ
Read More...

ଦିଗପହଣ୍ଡି ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି ।

ଦିଗପହଣ୍ଡି,(ପିପିଟି)୨୯/୦୪-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ମଧୁବାବୁ ଜୟନ୍ତୀ ଅବସରରେ ଆଇନଜୀବି ଦିବସ ପାଳିତ ହୋଇଯାଇଛି।ସଂଘର ପ୍ରାକ୍ତନ ସଭାପତି ରସାନନ୍ଦ ରାଉତ ଙ୍କ
Read More...