ବିଦ୍ୟୁତ ସଂସ୍ପର୍ଶରେ ବ୍ରାହ୍ମଣ ମୃତ, ଦୁଃଖ ପ୍ରକାଶ କଲେ ବିଧାୟିକା ।

କୋଦଳା,(ପିପିଟି)୧୨/୦୬, ଶୁକ୍ରବାର କୋଦଳା ବିଶୋଇ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଛାତ ଉପରକୁ ବର୍ଷାପାଣି ନିଷ୍କାସିତ କରିବାକୁ ଯାଇ ଭାରି ବିଦ୍ୟୁତ ସଂସ୍ପର୍ଶରେ ଜଣେ ଗରିବ ବ୍ରାହ୍ମଣର ମୃତ୍ୟୁ ଘଟିଥିବା ଜଣା ପଡିଛି
Read More...

ବିଷାକ୍ତ ସାପ କାମୁଡ଼ାରେ ଯୁବତୀ ମୃତ ।

ଭଞ୍ଜନଗର,(ପିପିଟି)୧୨/୦୬,ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନ ପୁର ଗ୍ରାମରେ ଗତକାଲି ରାତିରେ ବସନ୍ତ ସ୍ଵାଇଁ ଙ୍କ ଝିଅ ଜଲିତା ସ୍ଵାଇଁ (୨୦) ଶୋଇଥିବା ବେଳେ ଏକ ବିଷଧର ସାପ ଆସି ତାକୁ କାମୁଡ଼ି ଦେଇଥିଲା।ଜଲିତା ର ଚିତ୍କାର
Read More...

ବିରମହାରାଜପୁର ଅଞ୍ଚଳରେ ଅଘୋଷିତ ବିଜୁଳି କାଟ, ଜନସାଧାରଣ ଅତିଷ୍ଠ ।

ଉଲୁଣ୍ଡା,(ପିପିଟି)୧୨/୦୬ , ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଓ ଉଲୁଣ୍ଡା ବ୍ଲକରେ  ଅଘୋଷିତ ବିଦ୍ୟୁତକାଟ ଏବେ ନତିଦିନିଆ ଘଟଣା ହୋଇଗଲାଣି ।ଗତ ଦୁଇଦିନ ହେଲା ଅଘୋଷିତ ବିଦ୍ୟୁତକାଟ କାରଣରୁ ନାହିଁ ନ ଥିବା ଅସୁବିଧାର
Read More...

ମହାନଦୀ ଗର୍ଭରେ ଦୃଶ୍ଯମାନ ଗୋପୀନାଥ ମନ୍ଦିର ।

ନୟାଗଡ଼,(ପିପିଟି)୧୨/୦୬,ନୟାଗଡ ଜିଲ୍ଲା  ଭାପୁର ବ୍ଲକ ପଦ୍ମାବତୀ ନିକଟରେ ଯାଇଥିବା ମହାନଦୀ ଗର୍ଭରେ ଲୀନ ହୋଇଥିବା ଏକ ମନ୍ଦିରର ଅଗ୍ରଭାଗ ବାଲିରେ ପୋତା ଅବସ୍ଥାରେ ଦୃଶ୍ଯ ମାନ ହୋଇଛି । ପ୍ରାୟ ୧୮୦୧ ରୁ ୧୯୦୦ ମସିହା
Read More...

ଅପପୃଷ୍ଟି ସମ୍ବନ୍ଧୀୟ ସମୀକ୍ଷା ବୈଠକ ।

ପଦ୍ମପୁର,(ପିପିଟି)୧୨/୦୬, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅପପୃଷ୍ଟି ସମ୍ବନ୍ଧୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରଗଡ ଜିଲ୍ଲା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ
Read More...

କଳିଙ୍ଗା ଘାଟିରୁ ୭ଡକାୟତ ଗିରଫ,୨ ଫେରାର ।

ଭଞ୍ଜନଗର,(ପିପିଟି)୧୨/୦୬, ଗତକାଲି ରାତିରେ ଏହି ଦୁର୍ବୃତ୍ତ ମାନେ କଳିଙ୍ଗା ଘାଟିରେ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଛି।୨ଜଣ ଘଟଣା ସ୍ଥଳରୁ
Read More...

ପୋଲସରା ଥାନା ପକ୍ଷରୁ ରକ୍ତଦାନ ଶିବିର,୧୫୧ ୟୁନିଟ ରକ୍ତ ସଂଗ୍ରହ।

ପୋଲସରା,(ପିପିଟି)୧୨/୦୬,ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଶିବିରଟିକୁ
Read More...

ଦୁଇ ବାଇକ ମୁହାଁମୁହିଁ ,ଦୁଇ ଗୁରୁତର ।

ଉଲୁଣ୍ଡା,(ପିପିଟି)୧୨/୦୬, ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀ ପାଲି ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡିଛି ।ସୋନପୁର ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀ ପାଲି ଛକ
Read More...

ବାଳକର ମୃତ୍ୟୁକୁ ନେଇ ସନ୍ଦେହ ।

ଭଞ୍ଜନଗର,(ପିପିଟି)୧୨/୦୬, ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ବସନ୍ତ ଗୌଡ଼ ଙ୍କ ପୁଅ ରାହୁଲ ଗୌଡ଼(୧୪) ଗତକାଲି ରାତିରେ ଖାଇ ପିଇ ଶୋଇଥିଲା।କିଛି ସମୟ ପରେ ହଠାତ୍ ରାହୁଲ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ
Read More...

ହତ୍ୟା ଅଭିଯୁକ୍ତ ଥାନା ପାଇଖାନାରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ ।

ସାନଖେମୁଣ୍ଡି,(ପିପିଟି)୧୨/୦୬, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ପାଇଖାନା ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କବିସୂର୍ଯ୍ୟନଗରର
Read More...