ବେସାହାରା ୫ ଭାଇଭଉଣୀଙ୍କୁ ସାହା ହେଲେ ବିଧାୟକ ,ପଢ଼ାର ଦାୟିତ୍ୱ ସହ ମାସିକ ୧୦ହଜାର ଟଙ୍କା ଦେବ ଜିଲ୍ଲା ପ୍ରଶାସନ ।
ଯାଜପୁର,୨୩/୦୭(ପିପିଟି);ବାପା ଓ ମା’ଙ୍କୁ ହରାଇଥିବା ନାବାଳକ ୫ ଭାଇ-ଭଉଣୀଙ୍କର ସମସ୍ତ ଦାୟିତ୍ୱ, ଯାଜପୁର ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ଗତ ବୁଧବାର ମା’ କୁନି ଯାମୁଦାଙ୍କ ମୃତ୍ୟୁ ପରେ ବେସାହାର ହୋଇ ଯାଇଥିବା!-->…
Read More...
Read More...