ଜିଲ୍ଲା ସହଯୋଗାଣ ଅଧିକାରୀ ଧାନମଣ୍ଡିରୁ ଧାନ ନ ଉଠେବାରୁ ସେବା ସମବାୟ ସମିତି ଲିଃ ସମୁଖରେ ଅମରଣ ଅନଶନ।

ବୋଲଗଡ଼,୧୩/୦୨(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର (ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖ ରେ ଗତ ନଅତାରିଖ ଦିନ ଧାରଣା ଦେଇଥିଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ…
Read More...

ବିପଦ ସଂକୁଳ ଅବସ୍ଥାରେ ବର ଗଛ ଶାଖା,ଜୀବନ ହାନୀର ସମ୍ଭାବନା ।

ମାଲକାନଗିରି,ତା:୧୩/୦୨(ପିପିଟି);ମାଲକାନଗିରି ପୁରୁଣା ମେଡିକେଲ ନିକଟସ୍ଥ ଶିବ ମନ୍ଦିରକୁ ଲାଗି ଏକ ବର ଗଛର ବିରାଟ ଶାଖା ଗତ କାଲି ଅଚାନକ ଛିଣ୍ଡି ପଡିବା ଯୋଗୁଁ ମେଡିକାଲର ରୋଷେଇ ଶାଳ ଧ୍ବଂସ ବିଧ୍ବଂସ ହୋଇପଡିଛି । ଅନ୍ଯ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୬,୧୦୧,ମୃତ୍ୟୁ ସଂଖ୍ୟା ୧,୯୧୦ ।

ଭୁବନେଶ୍ବର,୧୩/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯ । ବର୍ତ୍ତମାନ ସୁଦ୍ଧା ୮୦,୦୧,୭୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୬,୧୦୧ ଚିହ୍ନଟ ହୋଇଛନ୍ତି ୩,୩୩,୩୫୧ ଜଣ ସୁସ୍ଥ ହୋଇଥିବା…
Read More...

କେନ୍ଦ୍ରାପଡାରେ ଟ୍ରାଫିକ ସମସ୍ୟା ।

କେନ୍ଦ୍ରାପଡା,୧୨/୦୨(ପିପିଟି); କେନ୍ଦ୍ରାପଡା ସହରର ଟ୍ରାଫିକ ଵ୍ୟଵସ୍ଥାକୁ ଆହୁରି କଡାକଡି କରାଯିବ ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।ତିନିମୁହାଣୀ ର ଟ୍ରାଫିକ ଵ୍ୟଵସ୍ଥାକୁ ସକାଳ ଆଠଟା ରୁ ରାତି ନଅ ଟା ଯାଏ କରାଯିବା…
Read More...

କନ୍ଧମାଳ ଜିଲ୍ଲା ଇ-ପାଠାଗାରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆୟୋଜିତ ।

କନ୍ଧମାଳ,୧୨/୦୨(ପିପିଟି):କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଅତ୍ୟାଧୁନିକ ଢାଞ୍ଚାରେ ପ୍ରତିଷ୍ଠା ହୋଇ ଥିବା ଇ-ଲାଇବ୍ରେରୀ କୁ ଆଜି ୨ ବର୍ଷ ପୁରିଛି । ଆଇଟିଡିଏ ଫୁଲବାଣୀ ଏହାର ପରିଚାଳନା ଦାୟୀତ୍ଵ ନେଇଥିବାରୁ ଆଜି ତାର ୨ୟ…
Read More...

ବୋଲଗଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ନିରାକରଣ ପାଇଁ ସାମ୍ବାଦିକ ସମ୍ମିଳନୀ ।

ବୋଲଗଡ,୧୨/୦୨(ପିପିଟି);ବୋଲଗଡ଼ ବ୍ଲକ ବାଙ୍କୋଇ ମୂଖ୍ୟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ନିରାକରଣ ଓ ସବୁଦିନ ପାଇଁ ଖକ୍ଷ୍ମା ରୋଗକୁ ମୂଳପୋଛ କରିବା ପାଇଁ ବୋଲଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ। ଏକ…
Read More...

ପାରାଦୀପ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟରେ ଦିନ ଦ୍ୱୀପହରରେ ତାଲା;ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ।

ଜଗତସିଂହପୁର,୧୨/୦୨(ପିପିଟି);ଆଜି ଦିବା ୧୧ଘଟିକା ସମୟରେ ଭାରତୀୟ ମଜଦୂର ସଙ୍ଘ ଜଗତସିଂହପୁର ଜିଲ୍ଲା ତରଫରୁ ସଂଘ ସଭାପତି ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରୀୟ ଶ୍ରମ ଅଧିକାରୀ,ପାରାଦୀପ…
Read More...

ଦୁଇଦିନ ହେଲା ଯୁବକଙ୍କ ପତ୍ତା ମିଳୁନି; ଥାନାରେ ଏତଲା ।

ବାଲିଗୁଡା,୧୨/୦୨(ପିପିଟି); କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଜୈନକ ଯୁବକ ଦୁଇଦିନ ହେଲା ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ(୩୫)ଓରଫ…
Read More...

ଦେହରେ କିରାସିନ ଢାଳି ଯୁବକଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ :ତଦନ୍ତ ଅବ୍ୟାହତ ।

ବାଲିଗୁଡା,୧୨/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମର ଜଣେ ୨୮ ବର୍ଷର ଯୁବକ ଗୁରୁବାର ରାତିରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା…
Read More...

ମଦ ମୃତ୍ୟୁ ରୋକିବା ମୁଖ୍ୟ ଫୋକସ; ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ବୈଠକରେ ନିଷ୍ପତ୍ତି ।

ଭଞ୍ଜନଗର,୧୨/୦୨(ପିପିଟି); ବେଆଇନ ମଦ ବିକ୍ରି ଏବଂ ପ୍ରସ୍ତୁତକାରୀ ଅସାଧୁ ବ୍ୟବସାୟୀଙ୍କୁ ଛଡାଯିବ ନାହିଁ । ଅପରାଧି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର…
Read More...