ଶହେ କେଜି ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ ।

ମାଲକାନଗିରି,୦୧/୦୯(ପିପିଟି):ମାଲକାନଗିରି ପୋଲିସ ପାଟ୍ରୋଲିଂ ବେଳେ ଏକ କାର୍ ରୁ ୧୦୦ କେଜି ଗଞ୍ଜେଇ ଜବତ କରିଛି । ଏହା ବ୍ୟତିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।…
Read More...

ବାଇକ୍ ସହ ଗଞ୍ଜେଇ ଜବତ; ୨ଗିରଫ ।

ଭଞ୍ଜନଗର, ୩୧/୦୮(ପିପିଟି):ଗତକାଲି ଦିନ ୧୧ଟା ସମୟରେ ଏସ୍ଆଇ ଜ୍ୟୋସ୍ନା ମୟୀ ସାହୁ ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହିତ ଭଞ୍ଜନଗର ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଡହ ଡ୍ୟାମ୍ ନିକଟରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ…
Read More...

ଚଳିତ ବର୍ଷ ମହାନ ସଂଘ ତରଫରୁ ଅଧିକ ଜନ କଲ୍ୟାଣ କାର୍ଯ୍ୟ ହାତକୁ ନିଆଯିବ ।

ବ୍ରହ୍ମପୁର,୩୧/୦୮(ପିପିଟି):ଦୀର୍ଘ ଚାଳିଶି ବର୍ଷ ଧରି ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜସେବା,ସାଂସ୍କୃତିକ,କ୍ରୀଡା,ଜନ ଜାଗରଣ,ଶିକ୍ଷା, ସ୍ବାସ୍ଥ୍ୟ,ପରିବେଶ,ବୃଦ୍ଧାଶ୍ରମ ଓ ବାତ୍ୟା ବନ୍ୟା କୋରାନା ସମୟରେ ମହତ୍ତ…
Read More...

ଯାଜପୁର ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ – ୨୦୨୫ ପାଳିତ।

ଯାଜପୁର,୩୧/୦୮(ପିପିଟି): ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌର ପରିଷଦ ଆନୁକୁଲ୍ୟରେ ସ୍ୱାୟତ୍ତ ଶାସନ ଦିବସ - ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଅଛି। ପୌର ପରିଷଦ ଅଧ୍ୟକ୍ଷା…
Read More...

କେନ୍ଦ୍ରୀୟ ସଂଚାର ବ୍ୟୁରୋ ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ।

ବ୍ରହ୍ମପୁର,୩୧/୦୮(ପିପିଟି): ଜନସାଧାରଣଙ୍କର ଭାଗିଦାରୀ ଜରିଆରେ ସମସ୍ତଙ୍କୁ ଘର ଏବଂ ଆତ୍ମନିର୍ଭର କରିବା ଏବଂ ପରିବେଶକୁ ସନ୍ତୁଳନ କରିବା ଉଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ସଂଚାର…
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୋଲସରା ଏନ୍.ଏ.ସି.କୁ ମୁନିସିପାଲଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ପୋଲସରା ,୩୧/୦୮(ପିପିଟି) : ଆଜି ପୋଲସରା ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଉତ୍ସବ ଦିବସ ହୋଇଯାଇଛି। ଗତ ନିର୍ବାଚନରେ ଦେଇଥିବା ରାଜ୍ୟ ବିଜେପି ସରକାର ନିଜର ପ୍ରତିଶୃତି ପାଳନ କରିଛନ୍ତି। ସମଗ୍ର ରାଜ୍ୟରେ ନିଖିଳ ଭାରତ…
Read More...

ଭଞ୍ଜନଗରକୁ ମୁନିସିପାଲିଟି ମାନ୍ୟତା, ଖୁସିରେ ମିଠା ବାଣ୍ଟିଲେ ଅଞ୍ଚଳବାସୀ ।

ଭଞ୍ଜନଗର ୩୧/୦୮(ପିପିପି):ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ରବିବାର ମ୍ୟୁନିସିପାଲିଟି ମାନ୍ୟତା ମିଳିଛି। ଏଥିସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଜଗନ୍ନାଥପ୍ରସାଦକୁ ନୂତନ ଏନ୍‌ଏସି ଘୋଷଣା କରାଯାଇଛି।…
Read More...

ମାଲକାନଗିରିର ୪ଟି ବହୁମୁଖି ଭବନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି, ୩୧/୦୮(ପିପିଟି):ଆଜି ମାଲକାନାଗିରି ସଦର ମହକୁମାରେ ବହୁମୁଖି ଭବନ ତଥା ମଲ୍ଟି ପୋରପୋଜ୍ ହଲ୍ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଭ୍ବବନେଶ୍ୱର…
Read More...

କଲରାପତିରିଆ ବାଘ ଛାଲ ଜବତ; ୭ ଆସାମୀ ଗିରଫ।

ଭଞ୍ଜନଗର,୩୧/୦୮(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡକୁ ରବିବାର ସକାଳେ ଏକ ବଡ ସଫଳତା ମିଳିଛି। ବିଭାଗୀୟ କର୍ମଚାରୀ ମାନେ ଗୋଟିଏ କଲରାପତରିଆ ବାଘ ଛାଲ ଆଜି ସକାଳେ ଜବତ କରିବାରେ ସକ୍ଷମ ହୋଇଛନ୍ତି।…
Read More...

ଗୋବରା ରେ ଶାନ୍ତିହୋମ ।

ବେଲଗୁଣ୍ଠା 30/8 : ପ୍ରତିବର୍ଷ ପରି ଭାଦ୍ରବ ମାସ ରେ ହୋଇଥିବା ଗ୍ରାମ ଶାନ୍ତି ହୋମ ଗ୍ରାମ ସଭାପତି ରାମକୃଷ୍ଣ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ରୂପେ ଅବସରପ୍ରାପ୍ତ ସଂସୃତ ଶିକ୍ଷକ ପଣ୍ଡିତ…
Read More...