ଗଛ ଲଗାଇବା ଜୀବନ ବଞ୍ଚାଇବା ଆଜି ଶପଥ ନେବା ।

ଯାଜପୁର,୧୩/୦୮(ପିପିଟି);ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଦୁଇ ସମାଜସେବୀ ଅକ୍ଷୟ କୁମାର ନାୟକ ଓ ଅମୀୟ କୁମାର ପରିଡା ବିଭିନ୍ନ ଅଂଚଳରେ ବୃକ୍ଷ ରୋପଣ କରିବା ସହିତ ଗଛ ଲଗାଇବା ଜୀବନ ବଞ୍ଚାଇବା ବାର୍ତ୍ତା ଦେଇଛନ୍ତି ।
Read More...

କୋଭିଡ ଯୋଦ୍ଧାଙ୍କ କୋଭିଡ ନିୟମ ଉଲଂଘନ,ମଦ ମାଂସର ଆସର ଚାଲିଥିବା ବେଳେ ଢାବାରୁ କୋଭିଡ ଯୋଦ୍ଧାଙ୍କ ସମେତ ଚାରି ଗିରଫ ୮…

କୋଦଳା,୧୨/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଜିଲ୍ଲାପ୍ରଶାସନ ଲକଡାଉନ ଓ ଶନିବାର ରବିବାର ସଟଡାଉନ ଘୋଷଣା କରି ଯେଉଁମାନେ ଏହି ନିୟମ ନ ମାନିବେ ତାକୁ ଦଣ୍ଡ ବ୍ଯବସ୍ଥା ଥିବା
Read More...

ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟର ବିଜ୍ଞାନ ପାସ୍ ହାର ୯୧ ପ୍ରତିଶତ ।

ବେଲଗୁଣ୍ଠା,୧୨/୦୮(ପିପିଟି); ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା ଫଳ । ବେଲଗୁଣ୍ଠା ଜଗନ୍ନାଥ ବିହାର ସ୍ଥିତ ମହିଳା ବିଜ୍ଞାନ ମହାବିଦ୍ୟାଳୟରେ ପାସ୍ ହାର ଶତକଡା ୯୧ ପ୍ରତିଶତ ରହିଛି ।ମହାବିଦ୍ୟାଳୟରେ
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ,୩୨୯୭୦ ଟଙ୍କା, ତାସ୍,୫ ମୋବାଇଲ ଜବତ,୧୩ ଗିରଫ ।

ବେଲଗୁଣ୍ଠା,୧୨/୮(ପିପିଟି); ଗାଙ୍ଗପୁର ପୋଲିସ ୧୧ ତାରିଖ ଦିନ ସଂଧ୍ୟାରେ ପେଟ୍ରୋଲି କରୁଥିବା ବେଳେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୨୯୭୦ ଟଙ୍କା, ତାସ୍,୫ ଟି ମୋବାଇଲ ଜବତ କରିବା ସହ ୧୩ ଜଣକୁ ଗିରଫ କରିଛି ।
Read More...

ସୁକିନ୍ଦା-ଦାନଗଦିରେ ପ୍ରତିଷ୍ଠା ହେବ ହାଚେରୀ : ବିଧାୟକ ପ୍ରୀତିରଞ୍ଜନ ।

ଯାଜପୁର,୧୨/୦୮(ପିପିଟି); ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗରିବ ଲୋକଙ୍କର ଜୀବାକା ଉପାର୍ଜନ ପାଇଁ କୁକୁଡ଼ା,ଛତୁ ଏବଂ ଛେଳି ଚାଷକୁ ପ୍ରୋତ୍ସାହିତ କରାଯିବ । ଡିଏମଏଫ୍(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠି ସହ ନରେଗା ଅର୍ଥକୁ ଯୋଡି
Read More...

ଭଲ କାର୍ଯ୍ୟ କରିଥିବା କୋଭିଡ୍ ଯୋଦ୍ଧା ମାନଙ୍କୁ ସ୍ବାଧୀନତା ଦିବସ ଦିନ ସମ୍ବର୍ଦ୍ଧନା କରାଯିବ ।

ଛତ୍ରପୁର,ତା.୧୨/୦୮(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ. ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ,ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ
Read More...

କୋଭିଡ ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ରେ ଶୋକ ।

ଭଞ୍ଜନଗର,୧୨/୦୮(ପିପିଟି);ଆଜି ପୁଣି ଜଣେ କୋଭିଡ ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିକ୍ଷକ ଜଣଙ୍କ ହେଉଛନ୍ତି କୁଶଧ୍ବଜ ସେଠୀ । ସେ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ
Read More...

ନ୍ଯୁଜ୍ 7ର କ୍ଯାମେରା ମେନ ରାଜୁ ନାୟକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ।

ଫୁଲବାଣୀ,୧୨/୦୮(ପିପିଟି); ଫୁଲବାଣୀ ନ୍ୟୁଜ 7 ର କ୍ୟାମେରା ମେନ ରାଜୁ ନାୟକଙ୍କର ଆଜି ଏକ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେ ଖଜୁରିପଡାରୁ ଫୁଲବାଣୀ ବାଇକରେ ଫେରୁଥିବା ବେଳେ ସମ୍ବେରଗଡା ବାଙ୍କ ଠାରେ
Read More...