ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ପାଳିତ ।
ସାନଖେମୁଣ୍ଡି,୨୬/୦୧(ପିପିଟି); ସାନଖେମୁଣ୍ଡି ବ୍ଲକରେ ଆଜି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସଙ୍ଗିତା ବେହେରା ଉତ୍ସବ ରେ ଯୋଗଦାନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।…
Read More...
Read More...