କୁଅ ଭିତରୁ ମହିଳାଙ୍କ ଶବ ଉଦ୍ଧାର, ସ୍ବାମୀକୁ ଅଟକ ରଖିଛି ପୁଲିସ।
ରାୟଗଡା,୨୫-୧୨(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବନ୍ଧୁଗୁଡା ଗ୍ରାମ ନିକଟରେ ରହିଥିବା ଏକ କୁଅ ରୁ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ମହିଳାଙ୍କ ନାମ ଲକ୍ଷ୍ମି ଶବର ବୟସ ୪୦ ବୋଲି ଅନୁମାନ…
Read More...
Read More...