ପୋଡାମାରି ଗ୍ରାମରେ ବସୁଧା ଯୋଜନାରେ ଦେଢଲକ୍ଷ ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ।

ସାନଖେମୁଣ୍ଡି,୧୬/୦୮(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ଗ୍ରାମ ପଞ୍ଚାୟତରେ ରବିବାର ଦିନ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ବସୁଧା ଯୋଜନାରେ ଦେଢ଼ ଲକ୍ଷ ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ତଥା
Read More...

ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲର ଲୋଗୋ ‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ – ଅର୍ଦ୍ଧେନ୍ଦୁ ।

ଭୁବନେଶ୍ୱର,୧୬/୦୮; ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ 'ବଡ଼ ଖବର' । ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି । 'ବଡ଼ ଖବର' ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି
Read More...

ନବାର୍ଣ୍ଣ ପାଇଁ ଲଗ୍ନ ଧାର୍ଯ୍ୟ ।

ପଦ୍ମପୁର,୧୬/୦୮(ପିପିଟି);ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀଙ୍କ ନବାର୍ଣ୍ଣ ଭୋଗ ଅର୍ପଣ ପାଇଁ ୧୫.୮.୨୦ ଦିନ ମନ୍ଦିର
Read More...

ବାଣ ବିସ୍ଫୋରଣରେ ଥରିଲା ଗାଁ ।

ଖୋର୍ଦ୍ଧା,୧୬/୦୮(ପିପିଟି);ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା  କଣ୍ଟାବାଡ ଗ୍ରାମରେ କାଶିନାଥ ମହାପାତ୍ରଙ୍କ ଘରେ ବାଣ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ଛାତ ଭାଙ୍ଗିବାସହ ସହ ପାଖରେ ଥିବା ଏକ ଘର
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୩,୪୯୦; ୨୪ ଘଣ୍ଟାରେ ସୁସ୍ଥ ୫୩,୩୨୨ ଏବଂ ମୃତ ସଂଖ୍ୟା ୯୪୪ ।

ନୂଆଦିଲ୍ଲୀ,୧୬/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୩,୪୯୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୩,୩୨୨ ଏବଂ ୯୪୪ ସଂକ୍ରମିତଙ୍କ
Read More...

ପରଲୋକରେ ପୂର୍ବତନ କ୍ରିକେଟର ତଥା ୟୁପି ମନ୍ତ୍ରୀ ଚେତନ ଚୌହାନ ।

ନୂଆଦିଲ୍ଲୀ,୧୬/୦୮; ଉତ୍ତରପ୍ରଦେଶର ସୁରକ୍ଷା ମନ୍ତ୍ରୀ ବା ପୂର୍ବ କ୍ରିକେଟର ଚେତନ ଚୌହାନଙ୍କର ଆଜି ପରଲୋକ ଘଟିଛି । ଆଜି ୪ଟା ୩୦ରେ ଚୌହାନଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ତାଙ୍କର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ
Read More...

ଡ଼ି.ଏ.ଭି ପି.ଟି.ଏସ.ଆର ପବ୍ଲିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ।

ଭଞ୍ଜନଗର,୧୬/୦୮(ପିପିଟି) କୋରନା ପ୍ରଭାବ ରେ ଭଞ୍ଜନଗର ସ୍ଥିତ ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ୭୪ତମ ସ୍ୱାଧୀନତା ଦିବସ କୋଭିଡ଼ କଟକଣା ମଧ୍ୟରେ ଅଲ୍ପ କେତେକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା।
Read More...

ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳନ ।

ପଦ୍ମପୁର,୧୬/୦୮(ପିପିଟି); ପଦ୍ମପୁର ଉପଖଣ୍ଡର ସାମୁହିକ ପତାକା ଉତ୍ତୋଳନ ରାଜବୋଡାସମ୍ବର୍ ହାଇସ୍କୁଲ ପଡିଆରେ ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ପତାକା ଉତ୍ତୋଳନ କରି କୋଭିଡ ଯୁଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ ।
Read More...

ସାନଖେମୁଣ୍ଡି ବିଜୁ ଯୁବବହିନୀ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ବୃକ୍ଷ ରୋପଣ ।

ସାନଖେମୁଣ୍ଡି,୧୬/୦୮(ପିପିଟି) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଠାରେ ବିଜୁ ଯୁବବହିନୀ ତରଫରୁ ୭୪ ତମ ସ୍ୱାଧୀନତା ଦିବସ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ
Read More...