ଫାର୍ମାସିଷ୍ଟ ସୀମାଞ୍ଚଳ ପଲେଇଙ୍କ ପରଲୋକ ।
ବେଲଗୁଣ୍ଠା,୦୩/୦୫(ପିପିଟି); ବେଲଗୁଣ୍ଠା ବ୍ଲକ ଅଧୀନସ୍ଥ ମଙ୍ଗଳପୁର ଗ୍ରାମର ସୀମାଞ୍ଚଳ ପଲେଇ (୫୫) ଗତ କାଲି ରାତ୍ର ୧୧ ଘଣ୍ଟିକା ସମୟରେ ବ୍ରହ୍ମପୁର ବଡ଼ ମେଡିକାଲର କାଜୁଆଲଟିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।…
Read More...
Read More...