କନ୍ଧମାଳରେ ଶୂନ କୋଭିଡ଼୍ ଆଡ଼କୁ ଗତି କରୁଛି; ଆକ୍ଟିଭ କେସ ମାତ୍ର ୧ ।
କନ୍ଧମାଳ,୦୩/୦୨(ପିପିଟି): ଜିରୋ କୋଭିଡ ଆଡକୁ ଗତି କରୁଛି କନ୍ଧମାଳ। ଜିଲ୍ଲାରେ ଗତ ଆଠ ଦିନ ମଧ୍ୟରେ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆସ୍ୱସ୍ତି ଦେଖାଦେଇଛି। ଗତ ଜାନୁଆରୀ ୨୬…
Read More...
Read More...