ଅନୁଗୁଳରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଫଳତାର ସହିତ ସମ୍ପନ୍ନ।

ପୋଲସରା, (ପିପିଟି) :ଚଳିତ ସେପ୍ଟେମ୍ବର ମାସ ୧୪ ତାରିଖ ରବିବାର ଦିନ ଅନୁଗୁଳ ଠାରେ ଓଡିଶା ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଓୟୁଜେ ସହ ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ…
Read More...

ଆଦର୍ଶ ପ୍ରଧାନଶିକ୍ଷକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ।

ବୋଲଗଡ଼,୧୬/୦୯(ପିପିଟି):ସ୍ଥାନୀୟ ବୋଲଗଡ଼ର ବଣିଆ ସାହିର ଆଦର୍ଶ ପ୍ରଧାନଶିକ୍ଷକ ବସନ୍ତ କୁମାର ଚୌଧୁରୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବସନ୍ତ କୁମାର ଚୌଧୁରୀ…
Read More...

ଗାଲେରି କଲେଜରେ ବିଶ୍ଵ ଓଜେନ୍ ଦିବସ ପାଳିତ; ସମୂହ ଚାରା ରୋପଣକୁ ଗୁରୁତ୍ୱ ।

ଭଞ୍ଜନଗର, ୧୬/୦୯(ପିପିଟି):ଗାଲେରି ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଓଜେନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ପ୍ରାଧ୍ୟାପକ ରଙ୍କନିଧି ପ୍ରଧାନ…
Read More...

୭୪ ତମ ଜିଲ୍ଲା ପରିଷଦ ସାଧାରଣ ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା ।

ମାଲକାନଗିରି, ୧୬/୦୯(ପିପିପି):ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୪ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ…
Read More...

ରୋଟାରୀ କ୍ଲବ ତରଫରୁ ଇଞ୍ଜିନିଅର୍ସ ଡେ ପାଳିତ ।

ଭଞ୍ଜନଗର, ୧୬/୦୯(ପିପିପି): ସେପ୍ଟେମ୍ବର ୧୫ତାରିଖକୁ ଚାରିଆଡ଼େ ଇଞ୍ଜିନିଅର୍ସ ଡେ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଭେଜିପୁଟ ସ୍ଥିତ ଓଡ଼ିଶା ଭବନ ଠାରେ ଇଞ୍ଜିନିଅର୍ ମାନଙ୍କୁ…
Read More...

କଳିଙ୍ଗା ଘାଟି ଭୁଶୁଡ଼ିଲା; ଗଞ୍ଜାମ କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ ।

ଭଞ୍ଜନଗର, ୧୬/୦୯(ପିପିଟି ):ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଭୁ ସ୍ଖଳନ ଯୋଗୁଁ ରାସ୍ତା ଭୁଶୁଡି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ଫଳରେ ଏହି ରାସ୍ତା ଦେଇ କନ୍ଧମାଳ ଜିଲ୍ଲା କୁ ଯୋଗାଯୋଗ ବିଚ୍ଛିନ୍ନ…
Read More...

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ପରଲୋକ ।

ଗାଙ୍ଗପୁର,୧୫/୦୯(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତର ପୂର୍ବତନ ସରପଞ୍ଚ ମନୋଜ ପୋଲେଇଙ୍କ ପିତା ତଥା ଜଳସେଚନ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଖଗେଶ୍ଵର ପୋଲେଇଙ୍କ ଆଜି ୮୫ ବର୍ଷ ବୟସରେ ନିଜ…
Read More...

୧୮ ମାସରେ ପ୍ରତିଶ୍ରୁତି ପୂରଣ ନହେବାରୁ ଜନଶୁଣାଣୀରେ ଆଦିବାସୀ ।

ଜଗନ୍ନାଥ ପ୍ରସାଦ,୧୫/୦୯(ପିପିଟି): ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ବରେ ତାଳଖମଣ, ମଣ୍ଡାପଥର ଓ ଡାଙ୍ଗିଭୁଇଁ ଗ୍ରାମର ଅଧିବାସୀ ଆଜି ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ…
Read More...