ରାଜ୍ଯସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ।

ଭୁବନେଶ୍ୱର,୦୯/୦୫ : ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଆଜି ପରଲୋକ ହୋଇ ଯାଇଛି । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୁଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିବା…
Read More...

ପିପିଇ କିଟ ପିନ୍ଧି ରୋଗୀଙ୍କୁ ସାକ୍ଷାତ କଲେ ଉପଜିଲ୍ଲାପାଳ ।

ଭଞ୍ଜନଗର,୦୯/୦୫(ପିପିଟି); ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ରବିବାର ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ଏଠାରେ କଣ କଣ ସବୁ ସୁବିଧା ଅସୁବିଧା ରହିଛି ତାହା ଦେଖିବା ପାଇଁ ମଧ୍ୟାହ୍ନରେ…
Read More...

ବନ୍ଧରେ ଗାଧୋଇବା ବେଳେ ୩ବର୍ଷର ଶିଶୁର ମୃତ୍ୟୁ ।

ବାଲିଗୁଡା,୦୯/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡାର ଦୁରିଙ୍ଗିପଡି ସାହି ର ତିନି ଜଣ ଶିଶୁ ଅପରାହ୍ନରେ ପଞ୍ଚାୟତ ନିକଟରେ ଥିବା ଏକ ବନ୍ଧରେ ଗାଧୋଇବା ବେଳେ ପାଣିରେ ଦଶବନ୍ତ…
Read More...

ଗାଙ୍ଗପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ମାତୃତ୍ୱ ଦିବସ ପାଳନ ।

ବେଲଗୁଣ୍ଠା,୦୯/୦୫(ପିପିଟି); ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ବିଶ୍ୱ ମାତୃତ୍ୱ ଦିବସ ପାଳନ ହୋଇଯାଇଛି । ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପାଣ୍ଡବ…
Read More...

***ମମତାମୟୀ ଜନନୀ***

***ମମତାମୟୀ ଜନନୀ*** (କବି କେଶବ ଚନ୍ଦ୍ର ନାୟକ ମା ତୋ କ୍ଷୀର... ଅମୃତ ମା ତୋ କୋଳ.... ସ୍ବର୍ଗ ମା ତୋ ଚୁମ୍ବନ.... ମମତା ମା ତୋ ବାକ୍ଯ....ଭାଗବତ ମା ତୋ ହସ...ଚନ୍ଦ୍ରମା ମା ତୋ ପଣତ...ଅଭୟ ମା ତୋ…
Read More...

ସଦରଥାନା ପୋଲିସ ପକ୍ଷରୁ ୧୧ ଲିଟର ମଦ ଜବତ,ଜଣେ ଗିରଫ ।

କୁକୁଡ଼ାଖଣ୍ଡି,୦୯/୦୫: ସଦରଥାନା ପୋଲିସ ପକ୍ଷରୁ ବେନ୍ଦାଳିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିଦେଶୀ ମଦ ଚାଲାଣ କରିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ବେନ୍ଦାଳିଆ ଗ୍ରାମର…
Read More...

ମାଲକାନଗିରି ଜିଲ୍ଲାରେ ଆଜି ୭୯ ଜଣ କରୋନା ରୋଗୀ ଚିହ୍ନଟ;ସଂକ୍ରମିତ ସଂଖ୍ଯା ୫୭୬କୁ ବୃଦ୍ଧି ।

ମାଲକାନଗିରି,୦୯/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଜିଲ୍ଲାରେ ୭୯ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ…
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଅଞ୍ଚଳ ହେଲା ସାନିଟାଇଜ।

କଟକ,୦୯/୦୫(ପିପିଟି); କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସଦର ଉପକଣ୍ଠ କନ୍ଦରପୁର ବଜାର,ବ୍ୟାଙ୍କ,ପୋଲିସ ଥାନା,ପ୍ରାଥମିକ…
Read More...

ମମତାମୟୀ ମାଁ

""""""'""""""""""" ମାଁ ର ମମତା ସ୍ନେହଭରା କଥା କରୁଣାର ସିଏ ସାଗର , ଦୀପଭଳି ଜଳି ଆଲୋକ ଦିଏ ସେ ନାହିଁ ତାର ପଟାନ୍ତର ।। ସ୍ବର୍ଗୀୟ ଆନନ୍ଦ ଅମୃତର ଗଙ୍ଗା ଆମ ହୃଦେ ଭରିଦିଏ, ଯାହାର ଆଶିଷେ ଜୀବନଟା ଗଢ଼ା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୬୩୫।

ଭୁବନେଶ୍ବର ୦୯/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୬୩୫। ପଜିଟିଭ ସଂଖ୍ୟା ୫,୩୪,୮୪୨ ଚିହ୍ନଟ ହୋଇଛନ୍ତି ୪,୩୯,୩୨୨ ଜଣ ସୁସ୍ଥ ହୋଇଥିବା ବେଳେ ୯୩,୨୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୮୦ ଜଣଙ୍କର ମୃତ୍ୟୁ…
Read More...