ସାମୁଦ୍ରିକ କଇଁଚ ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା ।

ଛତ୍ରପୁର,ତା.୧୦/୦୨(ପିପିଟି); ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ ରିଡଲେ କଇଁଛଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ସକାଶେ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୫,୮୮୯,ମୃତ୍ୟୁ ସଂଖ୍ୟା ୧,୯୧୦ ।

ଭୁବନେଶ୍ବର,୧୦/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୨ । ବର୍ତ୍ତମାନ ସୁଦ୍ଧା ୭୯,୩୦,୭୨୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୮୮୯ ଚିହ୍ନଟ ହୋଇଛନ୍ତି ୩,୩୩,୧୩୯ ଜଣ ସୁସ୍ଥ ହୋଇଥିବା…
Read More...

ମଣ୍ଡିରୁ ଉଠିଲାନି ଧାନ; ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଲେ ଚାଷୀ।

ବୋଲଗଡ଼,୦୯/୦୨(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର (ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖରେ ଧାରଣା ଦେଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ…
Read More...

ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ।

ବାଲିଗୁଡା,୦୯/୦୨(ପିପିଟି): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ…
Read More...

ପାଇକ ରାମଚନ୍ଦ୍ରପୁର ରେ ହେବାକୁ ଥିବା ସରପଞ୍ଚ ଉପ ନିର୍ବାଚନରେ ବିଜେଡ଼ିର ଜୋରଦାର ପ୍ରଚାର ।

ସାନଖେମୁଣ୍ଡି,୦୯/୦୨(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପି. ରାମଚନ୍ଦ୍ରପୁର ପଞ୍ଚାୟତରେ ଆଗାମୀ ୧୧ ତାରିଖରେ ହେବାକୁ ଥିବା ସରପଞ୍ଚ ଉପନିର୍ବାଚନରେ ଆଜି ପ୍ରଚାର ଶେଷ ଦିନ ଥିବାରୁ ବିଜେଡ଼ି ପକ୍ଷରୁ ଜୋରଦାର…
Read More...

ବେପୁରିଆ ଗାଡି ଚାଳକଙ୍କୁ ତ୍ରାହି ନାହିଁ;ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ନିଷ୍ପତ୍ତି ।

ଭଞ୍ଜନଗର,୦୯/୦୨(ପିପିଟି); ଯଦି ଆପଣ ବାଇକ ଧରି ଘରୁ ବାହାରୁଛନ୍ତି ତେବେ ହେଲମେଟ ପିନ୍ଧିବାକୁ ଭୁଲିବେନି । ଯଦି ସାଙ୍ଗରେ ଅନ୍ୟ କାହାକୁ ବସେଇଛନ୍ତି ତେବେ ତାଙ୍କୁ ମଧ୍ୟ ମୁଣ୍ଡରେ ହେଲମେଟ ଲଗେଇବାକୁ ପଡିବ । ନହେଲେ ଆପଣଙ୍କ…
Read More...

ପର ଠାରୁ ଗାଡି ମାଗି ଚଳାଇବା ମାହାଙ୍ଗା ପଡିଲା; ପୁଅ ପାଇଁ ବାପାର ଆତ୍ମହତ୍ୟା ।

କନ୍ଧମାଳ,୦୯/୦୨(ପିପିଟି): ପରଠାରୁ ଗାଡି ମାଗି ଆଣି ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକକୁ କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ…
Read More...

ପାହାଡି ତରଙ୍ଗର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ବାଲିଗୁଡା,୦୯/୦୨(ପିପିଟି): କନ୍ଧମାଳ ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଓ ପାରମ୍ପାରିକ ଅନୁଷ୍ଠାନ ପାହାଡି ତରଙ୍ଗ ତାର ଶୁଭାରମ୍ଭ ୨୫ବର୍ଷ ତଳେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି କିଛି ସ୍ଥାନୀୟ କଳାକାର…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପସା ପାଲିରେ ବଳି ପଡ଼ିଛି ରାସନ କାର୍ଡ଼ ।

ଶେରଗଡ଼,୦୯/୦୨(ପିପିଟି); ସମାଜର ନିମ୍ନ ବର୍ଗ ର ଲୋକଙ୍କୁ ରାସନ କାର୍ଡ଼ ଯୋଗେଇ ଦେବା ପାଇଁ ସରକାରଙ୍କ କର୍ତ୍ତବ୍ୟ ରହିଛି। ଅସହାୟ ପରିବାରକୁ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ନରେନ୍ଦ୍ରପୁର ଗ୍ରାମ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୫,୭୯୭,ମୃତ୍ୟୁ ସଂଖ୍ୟା ୧,୯୧୦ ।

ଭୁବନେଶ୍ବର,୦୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୫ । ବର୍ତ୍ତମାନ ସୁଦ୍ଧା ୭୯,୦୫,୩୩୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୭୯୭ ଚିହ୍ନଟ ହୋଇଛନ୍ତି ୩,୩୩,୦୩୧ ଜଣ ସୁସ୍ଥ ହୋଇଥିବା…
Read More...