ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା, ତାସ୍ ଜବତ ସହ ସାତ ଗିରଫ ।
ବେଲଗୁଣ୍ଠା,୦୧/୦୯(ପିପିଟି), ଗାଙ୍ଗପୁର ପୋଲିସ୍ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଏବଂ ତାସ୍ ଜବତ କରିଛି । ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ…
Read More...
Read More...