ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଗସ୍ତ :ଉତ୍ସାହର ସହ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସ୍ଵାଗତ…

ଯାଜପୁର,୦୩/୦୨(ପିପିଟି): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ବିରଜା ମନ୍ଦିର ଗସ୍ତରେ ଆସିଛନ୍ତି। ସମଗ୍ର ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ ଉତ୍ସାହିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ…
Read More...

ଲାଞ୍ଚ ନେଉଥିବା ବେଳେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଗିରଫ ।

ମାଲକାନଗିରି,୦୩/୦୨(ପିପିଟି ):କିଛି ସମୟ ପୂର୍ବରୁ ମାଲକାନଗିରି ଟିପିଏସଓଏଲ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ୨୦ ହଜାର ଟଙ୍କା ଏକ ଇଟା କାରଖାନା ମାଲିକଙ୍କ ଠାରୁ ତାଙ୍କ ଇଟା କାରଖାନାକୁ ବିଦ୍ୟୁତ୍ ସଂଯୋଗ ଯୋଗାଇବା…
Read More...

ମୃତ ଶିକ୍ଷକଙ୍କ ପରିବାରକୁ ସମବେଦନା।

ବୋଲଗଡ଼,୦୨/୦୨(ପିପିଟି) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସହଜପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଗ୍ରାମ କେଶରୀ ରାୟ ଶନିବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି। ସ୍ବର୍ଗତ…
Read More...

ବୃତ୍ତି ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ।

କୋଦଳା,୦୨/୦୨(ପିପିଟି):ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଫୁ୍ଜ଼ନ ଫାଇନାନ୍ସ କମ୍ପାନୀ ସହଯୋଗରେ ବୃତ୍ତି ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ସ୍ଥାପକ ସଚିବ…
Read More...

ଅଧକ୍ଷାଙ୍କ ନିର୍ଯ୍ୟାତନା ବିରୋଧରେ ଅଧ୍ୟାପକଙ୍କ ନିରବ ପ୍ରତିବାଦ।

ବୋଲଗଡ,୦୨/୦୨(ପିପିଟି): ରାଜସୁନାଖଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ମହାବିଦ୍ୟାଳୟ ରେ ଅନ୍ୟାୟ, ଅନୀତି କାର୍ଯ୍ୟ ରେ ଲିପ୍ତ ରହିବା ସହିତ ମହାବିଦ୍ୟାଳୟ ରେ କାର୍ଯ୍ୟରତ…
Read More...

ବେଆଇନ୍ ଭାବେ ଚାଲିଥିବା ପାଞ୍ଚୋଟି ଇଟା ଭାଟିରେ ପ୍ରଶାସନର ଚଢ଼ାଉ ; ଜେସିବି ଦ୍ୱାରା ନଷ୍ଟ କରାଗଲା ଇଟା ।

ବେଲଗୁଣ୍ଠା, ୦୨/୦୨(ପିପିଟି ):ବର୍ତ୍ତମାନ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ି ଚାଲୁଥିବାରୁ ଜଳବାୟୁ ପରିବର୍ତ୍ତନରେ ବିଭ୍ରାଟ ଦେଖିବାକୁ ମିଳୁଛି I ସରକାର ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ…
Read More...

ଗଞ୍ଜେଇ ଚାଲାଣ ଘଟଣାରେ ମହିଳା ଗିରଫ ।

ଭଞ୍ଜନଗର, ୦୨/୦୨(ପିପିଟି ):ଗତ ରବିବାର ଭଞ୍ଜନଗର ପୋଲିସ ଏହି ଥାନା ଅନ୍ତର୍ଗତ ନନ୍ଦିନୀ ପଲି ଛକରେ ଏକ ଜୁପିଟର ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇଥିଲା।ସଙ୍ଗେ ସଙ୍ଗେ ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନା ଏସ…
Read More...

ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ।

ସୁବର୍ଣ୍ଣପୁର ,୦୨/୦୨(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ସୋମବାର ପୂର୍ବାହ୍ନରେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଙ୍ଗା ମୁଣ୍ଡା ମଠର…
Read More...

ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବାର୍ତ୍ତା।

ଲେଖକ :- ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ। ଆମ ଭାରତୀୟ ଐତିହ୍ୟ ପରମ୍ପରା ତଥା ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଥିବା ବିଭିନ୍ନ ରୋଗ ବିଷୟରେ ଅନୁଧ୍ୟାନ କଲେ ଜଣାଯାଏ ଯେ ସାମ୍ପ୍ରତିକ ପରିସ୍ଥିତି ରେ ଆମ…
Read More...