କନ୍ଧମାଳ ଜିଲ୍ଲା ମହିଳା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ ।

କନ୍ଧମାଳ,୨୭/୦୬.(ପିପିଟି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି। ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୫୪ ।

ଭୁବନେଶ୍ବର ୨୬/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୫୪ । ପଜିଟିଭ ସଂଖ୍ୟା ୮,୯୭,୦୬୨ ଚିହ୍ନଟ ହୋଇଛନ୍ତି ୮,୬୦,୧୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୮୪୮ ଜଣଙ୍କର ମୃତ୍ୟୁ…
Read More...

କୃଷି ବଞ୍ଚାଅ ଓ ଗଣତନ୍ତ୍ର ବଞ୍ଚାଅ” ଦାବିରେ ପ୍ରତିବାଦ।

ବୋଲଗଡ଼,୨୬/୦୬(ପିପିଟି); ୪୬ତମ ଜରୁରୀକାଳୀନ ଦିବସ ଓ ଦିଲ୍ଲୀ କୃଷକ ଆନ୍ଦୋଳନର ୭ମାସ ପୂର୍ତ୍ତି ଜୁନ ୨୬ ପରିପ୍ରେକ୍ଷୀରେ ଆଜି ଓଡିଶା କୃଷକ ସଭା ,ସିଆଇଟିୟୁ ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ରଣପୁର ପାର୍ଟି ଅଫିସ ସମ୍ମୁଖରେ…
Read More...

ଶେରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ।

ଶେରଗଡ଼,୨୬/୦୬(ପିପିଟି);ଆଜି ଶେରଗଡ଼ ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନୀଲ କ୍ରିଷ୍ଣା ଶେରଗଡ଼ ଗ୍ରସ୍ତ କରିଛନ୍ତି । ଆଜି ଦିନ ୧୧ ଘଣ୍ଟ ସମୟରେ ଶେରଗଡ଼ ବ୍ଲକ ରେ ପହଞ୍ଚି ଜୋନ ଅନୁଯାୟୀ ସମସ୍ତ ଜନ…
Read More...

କୃଷକ ସଭା ପକ୍ଷରୁ ଏରସମାଠାରେ ସର୍ବଭାରତୀୟ ଦାବି ଦିବସ ପାଳିତ ।

ଏରସମା,୨୬/୦୬(ପିପିଟି); ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ୱାନ କ୍ରମେ, ତିନି କଳା କୃଷି ଆଇନ ଓ ନୂତନ ବିଜୁଳି ସଂଶୋଧନ ବିଲ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ପ୍ରବେଶ…
Read More...

ତିନି କ୍ବାକ୍ ଗିରଫ,ଶିକ୍ଷାଗତ ଯୋଗ୍ଯତା ନଥାଇ ଏଲୋପ୍ଯାଥିକ ଚିକିତ୍ସା ।

ମାଲକାନଗିରି,କା:୨୬/୦୬(ପିପିଟି);ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ଯ ସେବା ବିର୍ଯ୍ଯୟ । ଦୁର୍ଗମ ଅଞ୍ଚଳରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ।ଏହାର ସୁଯୋଗ ନେଇ କିଛି ବଙ୍ଗୀୟ ସଂପ୍ରଦାୟର ଲୋକମାନେ ଏଲୋପ୍ଯାଥିକ ସଂପର୍କରେ…
Read More...

ଆଗକୁ ବର୍ଷାଋତୁ ମରାମତି ହେଲା ନାହିଁ ନଦୀବନ୍ଧ ।

ଯାଜପୁର,୨୬/୦୬(ପିପିଟି); ଆଗକୁ ବର୍ଷା ଋତୁ ହେଲା ମରାମତି ହୋଇପାରିଲାନାହିଁ ନଦୀବନ୍ଧ।ଯାହା ଦ୍ୱାରା ବର୍ତ୍ତମାନ ମରଣଜନ୍ତା ପାଲଟିଛି ନଦୀ ବନ୍ଧ। ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ଳକ ଉପରବରୁହାଁ ପଞ୍ଚାୟତ…
Read More...

ବଂଶଧାରା ବିବାଦ,ସୁପ୍ରିମକୋର୍ଟ ରାୟପରେ ଅବବାହିକା ଅଞ୍ଚଳରେ ଛନକା।

ରାୟଗଡା,୨୬/୦୬(ପିପିଟି);ବଂଶଧାରା ନଦୀ ଜଳ ଆବଣ୍ଟନକୁ ନେଇ ୧୯୬୨ ମସିହାରୁ ଓଡ଼ିଶା ଓ ଆନ୍ଧ୍ର ବିବାଦରୁ ଓଡ଼ିଶାବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ୨୦୦୫ରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯିବା ପରେ ୨୦୧୧ ରେ ଟ୍ରିବୁନାଲ ଗଠନ…
Read More...

ଉପାନ୍ତ ଇଲାକାରେ ନେଟୱର୍କ ଅପହଞ୍ଚ କିପରି ହେବ ପାଠପଢା ଓ ଅନଲାଇନ କାର୍ଯ୍ଯ ?

ରାୟଗଡ଼ା-୨୬/୦୬(ପିପିଟି); ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ଏହି ଜିଲ୍ଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସେବା ସାତ ସପନ ଆଜିବି ଅନେକ ଅପହଞ୍ଚ ଗାଁ ରହିଛି ନେଟୱର୍କ ନଥିବାରୁ ଲୋକେ…
Read More...

କରୋନାରେ ଦେହାନ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଗାର୍ଡ ଅଫ ଅନର ଦ୍ୱାରା ସମ୍ବର୍ଦ୍ଧିତ ।

କନ୍ଧମାଳ,୨୬/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦୃକିଆ ପଞ୍ଚାୟତ ଗ୍ରାମ ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ଓଝା ଏକ ମାସ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପ୍ରଥମେ ବଡ଼ଗାଁ କୋଭିଡ୍‌…
Read More...