ଚାଷ ରୁ ଭରଷା ତୁଟାଇ ଚାଷୀ ଆତ୍ମହତ୍ୟା।

ବୋଲଗଡ଼,୨୮/୦୬(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଖାରଡପଲୀ ଗ୍ରାମର ବିଶ୍ୱନାଥ ପ୍ରଧାନ(୫୦) ଗତକାଲି ସକାଳ ଶାତଟା ସମୟରେ ବିଷପାନ କରି ବିଲମୁଣ୍ଡରେ ନିଜ କୁଡିଆଘରେ ଛଟପଟ ହେଉଥିବା ସମୟରେ ସ୍ଥାନୀୟ ଶବର…
Read More...

ପାଞ୍ଚଗୋଟି ପଥରଖଣି କାର୍ଯ୍ଯକ୍ଷମ କରିବାକୁ କଂଗ୍ରେସର ଦାବି ।

ମାଲକାନଗିରି,ତା:୨୮/୦୬(ପିପିଟି); ଓଡିଶା ପ୍ରଦେଶ କମିଟି କାର୍ଯ୍ଯକାରୀ ସଭାପତି ତଥା ପୂର୍ବତନ ସଂସଦ ପ୍ରଦୀପ ମାଝୀ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ମାଲକାନଗିରି ତହସିଲ ଅଧିନରେ ଥିବା ପାଞ୍ଚଗୋଟି ପଥର…
Read More...

ତୃତୀୟ ପର୍ଯ୍ୟାୟ ଲହରରୁ ସୁରକ୍ଷିତ ରହିବା ସକାଶେ ଟିକାହିଁ ଏକମାତ୍ର ଅସ୍ତ୍ର – ଜିଲ୍ଲାପାଳ ।

ଛତ୍ରପୁର, ତା.୨୮/୦୬(ପିପିଟି); ଜିଲ୍ଲାର ସମସ୍ତ ଜନ ସାଧାରଣ ଯେଉଁ ପର୍ଯ୍ୟନ୍ତ ଶତ ପ୍ରତିଶତ ଟିକା ଗ୍ରହଣ କରିନାହାନ୍ତି ସେହି ପର୍ଯ୍ୟନ୍ତ ପଞ୍ଚସୂତ୍ରୀ ନିୟମ ନିଶ୍ଚିତରୂପେ କଡାକଡି କରାଯିବ । ସମସ୍ତ ଟିକାକରଣ କେନ୍ଦ୍ର…
Read More...

ଅବହେଳିତ ଅବସ୍ଥାରେ ବିରମହାରାଜପୁର ସରକାରୀ ବସଷ୍ଟାଣ୍ଡ ।

ଉଲୁଣ୍ଡା,୨୮/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସଦରମହକୁମା ଠାରେ ଥିବା ସରକାରୀ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହୋଇ ଅବହେଳିତ ଅବସ୍ଥାରେ ପଡିରହିଛି । ୨୦୦୩-୦୪ ରାଜ୍ୟ ସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ…
Read More...

କନ୍ଧମାଳ ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର ।

କନ୍ଧମାଳ,୨୮/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍‌ ହ୍ୟୁମାନିଟିର ସ୍ନେକ ହେଲ୍ପ ଲାଇନ…
Read More...

ଯାଜପୁର ବିଧାୟକ ପ୍ରଣବଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ନିର୍ବାହୀଯନ୍ତ୍ରୀ ଅରୁଣ ପଟନାୟକ ।

ଯାଜପୁର,୨୮/୦୬(ପିପିଟି) : ରାଜ୍ୟ ବିଜେଡି ର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୪୯ତମ ଜନ୍ମଦିନ ଅବସରରେ ପୂର୍ତ୍ତବିଭାଗ ର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
Read More...

ଓଡିଶା ଇଂଜିନିୟର ସର୍ବିସ ଅସୋସିୟନ ପକ୍ଷରୁ ବିଧାୟକ ପ୍ରଣବଙ୍କ ଜନ୍ମ ଦିନ ଶୁଭେଚ୍ଛା ।

ଯାଜପୁର,୨୮/୦୬(ପିପିଟି) : ରାଜ୍ୟ ବିଜେଡି ର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୪୯ତମ ଜନ୍ମଦିନ ଅବସରରେ ଓଡିଶା ଇଂଜିନିୟର ସର୍ବିସ ଅସୋସିୟନ ସଭାପତି ତଥା କଟକ ସର୍କଲର ପୂର୍ତ୍ତବିଭାଗ ଅଧିକ୍ଷଣ…
Read More...

ବିଧାୟକଙ୍କ ଦ୍ବାରା କୋଠ ଘର ଉଦ୍‌ଘାଟନ ।

ବୁଗୁଡା,୨୮/୦୬(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ନାମ ସଂକୀର୍ତ୍ତନ କୋଠଘରକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ ହରିଜନ ସାହି କୋଠଘର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ଏବଂ…
Read More...

ବଡମହୁରୀ ଠାରେ ଯୁବ ଗୋଷ୍ଠୀଙ୍କ ଦ୍ବାରା ମାସ୍କ ବଣ୍ଟନ।

କବିସୂର୍ଯ୍ଯ ନଗର,୨୮/୦୬(ପିପିଟି); କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ଠାରେ ଯୁବ ଗୋଷ୍ଠୀଙ୍କ ଦ୍ବାର…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୧୯ ।

ଭୁବନେଶ୍ବର ୨୮/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୩୧୯ । ପଜିଟିଭ ସଂଖ୍ୟା ୯,୦୩,୭୮୯ ଚିହ୍ନଟ ହୋଇଛନ୍ତି ୮,୬୭,୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ୩୨,୪୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୯୩୦ ଜଣଙ୍କର ମୃତ୍ୟୁ…
Read More...