ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୭୩୫।

ଭୁବନେଶ୍ବର ,୦୧/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୬୯୮। ପଜିଟିଭ ସଂଖ୍ୟା ୭,୭୩,୭୩୨ ଚିହ୍ନଟ ହୋଇଛନ୍ତି ୬,୮୦,୯୩୨ ଜଣ ସୁସ୍ଥ ହୋଇଥିବା ବେଳେ ୮୯,୯୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୯୧ ଜଣଙ୍କର ମୃତ୍ୟୁ…
Read More...

ସାଧନା ପରିବାର ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ସହାୟତା ।

କଟକ,୩୧/୦୫(ପିପିଟି); ବାତ୍ୟା "ୟାସ୍" କେବଳ ଧନଜୀବନ ଉଜାଡ଼ି ଦେଇଗଲା ନାହିଁ ବରଂ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଗଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଶାସନକୁ ସହଯୋଗ ତଥା ଜନସାଧାରଣଙ୍କୁ ସାହାଯ୍ୟ…
Read More...

ଆଜି ଠାରୁ ବନ୍ଦ ହେଲା ‘ଆମେ ଅଛୁ’ କାର୍ଯ୍ୟକ୍ରମ ।

ଭଞ୍ଜନଗର,୩୧/୦୫(ପିପିଟି); କରୋନା ତାଲାବନ୍ଦ ସମୟରେ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କନ୍ଧମାଳ ସାଂସଦ ତଥା କିଟ ଏବଂ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତାରେ ଗତ ୧୮ଦିନ ଧରି ଚାଲିଥିବା 'ଆମେ ଅଛୁ'…
Read More...

ଗଞ୍ଜେଇ ଚାଲାଣ ସମୟରେ ରାସ୍ତାରୁ ଜବତ :୩ ଜଣ ଗିରଫ ।

କନ୍ଧମାଳ,୩୧/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଡ଼ିପଙ୍ଗା ଗ୍ରାମରେ ପୋଲିସ ଚଢ଼ାଉ କରି ୧୭ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ।…
Read More...

ଅବ୍ଯବସ୍ଥା ମଧ୍ଯରେ ଶିକ୍ଷାନୁଷ୍ଠାନ। 

ତିର୍ତ୍ତୋଲ,୩୧/୦୫(ପିପିଟି); ମୋ ସ୍କୁଲ୍ ଅଭିଯାନ,ସର୍ବଶିକ୍ଷା ଅଭିଯାନ, ଆଦର୍ଶ ସ୍କୁଲ ଯୋଜନା  ଏହିପରି ମାଳ ମାଳ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାର ହାତକୁ ନେଉଥିଲେ ମଧ୍ୟ ସରକାରୀ ସ୍କୁଲ ପ୍ରତି ଅଭିଭାବକ ତଥା…
Read More...

ପବନରେ ଭାଙ୍ଗିଲା ଆଦର୍ଶ ଗୁହାଳ; ଦୁହାଁଳିଆ ଗାଈ ମୃତ ।

ବେଲଗୁଣ୍ଠା,୩୧/୦୫(ପିପିଟି), ଆଜି ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଏକ ଆଦର୍ଶ ଗୁହାଳ ଭାଙ୍ଗିଯିବା ସହିତ କାନ୍ଥ ତଳେ ଚାପି ହୋଇ ଏକ ଦୁହାଁଳିଆ ଗାଈର ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଆଜି ଅପରାହ୍ଣ ସମୟରେ କାଳ…
Read More...

ଦକ୍ଷିଣ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ମହାସଂଘ ଓ ସ୍କିମୱାର୍କର ଫେଡରେସନ ତରଫରୁ ପ୍ରତିବାଦ ଓ ଦାବୀପତ୍ର…

ରାୟଗଡା,୩୧/୦୫(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ଓ ଗୁଣୁପୁର ବ୍ଲକର ବିଭିନ୍ନ ସ୍ଥାନରେ ଦକ୍ଷିଣ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା, ସହାୟିକା ମହାସଂଘ ଏବଂ ସ୍କିମୱାର୍କର ଫେଡରେସନ ତରଫରୁ ପ୍ରତିବାଦ…
Read More...

ନୂଆଗାଁ ବ୍ରିଜ ଉପରେ ଦୁର୍ଘଟଣା ; ଜଣେ ଗୁରୁତର ।

ବେଲଗୁଣ୍ଠା,୩୧/୦୫(ପିପିଟି); ବେଲଗୁଣ୍ଠା ନିକଟ ନୂଆଗାଁ ବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଅନେକ ଆହତ ହେଉଛନ୍ତି।ପୂର୍ବାପେକ୍ଷା ନୂତନ ବ୍ରିଜଟି ଓସାରିଆ ଓ ରାସ୍ତା ମଧ୍ୟ ଭଲ…
Read More...

ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଘରମାଲିକ ଓ ଶ୍ରମିକଙ୍କ ଜୀବନ ଗଲା ।

କନ୍ଧମାଳ,୩୧/୦୫(ପିପିଟି): ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି। ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା…
Read More...