ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ।

ଯାଜପୁର,୦୨/୧୦(ପିପିଟି): ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ସକାଳ ୮ ଘଟିକା ୩୦ ମିନିଟ ସମୟରେ…
Read More...

ଦେବୋତ୍ତର ବିଭାଗ ଓ ମା ସୁରେଶ୍ଵରୀ ଯଜ୍ଞ କମିଟି ପକ୍ଷରୁ ବାଡି ଖେଳ ପ୍ରତିଯୋଗିତା ।

ସୁବର୍ଣ୍ଣପୁର ,୦୧/୧୦(ପିପିଟି):ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆନୁକୁଲ୍ୟ ରେ ମା ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ପରିସରରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା ଓ…
Read More...

ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା କଲା ସାଙ୍ଗ ।

ଭଞ୍ଜନଗର, ୦୧/୧୦(ପିପିଟି ):ଶତ୍ରୁତା ଆଗରେ ବନ୍ଧୁତାର ମୂଲ୍ୟ କିଛି ନାହିଁ।ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଗାଙ୍ଗପୁର ପୋଲିସ। ଗତ ମାସ ୨୮ତାରିଖରେ ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମର ମନସା ବିଷୋୟୀଙ୍କ ନାବାଳକ ପୁଅ…
Read More...

ଜୀବନରେ କଠିନ ପରିଶ୍ରମ ବୃଥା ଯାଏନି,ରିତେଶ ପାଇଲେ ଡାକ୍ତରୀ ଶିକ୍ଷା।

ବୋଲଗଡ,୦୧/୧୦(ପିପିଟି): ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର ରମେଶ କୁମାର ସ୍ୱାଇଁ ଓ ସଚଳା କୁମରୀ ସ୍ୱାଇଁଙ୍କ କନିଷ୍ଟ ପୁତ୍ର ରିତେଶ କୁମାର ସ୍ୱାଇଁ ୨୦୨୫ ମସିହା ଜାତୀୟ ଦକ୍ଷତା ଟେଷ୍ଟ…
Read More...

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ ।

ବ୍ରହ୍ମପୁର,୦୧/୧୦(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ଏକ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ, ସୁରେଶ…
Read More...

ସ୍ନାନ ପାଇଁ ଯାଇ ପୋଖରୀରେ ବୁଡି ଯୁବକ ମୃତ ।

ଗଜପତି,୦୧/୧୦ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶାଳା ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମର ଜଣେ ଯୁବକ ସ୍ନାନ ପାଇଁ ପୋଖରୀକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜି ସକାଳୁ ଜୟଚନ୍ଦ୍ର ବେହେରା (୨୭)…
Read More...

ଭାଙ୍ଗିଲା ପୂଜା ମଣ୍ଡପ ତାଜା, ୩ ଆହତ ।

କଟକ,୦୧/୧୦: ରାଜାବଗିଚା ଅଞ୍ଚଳରେ ବୁଧବାର ଅଘଟଣ ଘଟିଛି। ସ୍ଥାନୀୟ ପୂଜା ମଣ୍ଡପର ତାଜା ଭାଙ୍ଗି ଯାଇଛି । ଏଥିରେ ୩ ଆହତ ହୋଇଥିଲାବେଳେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରଜାବଗିଚା ସର୍ବୋଦୟପୁର ପୂଜା କମିଟି…
Read More...

***ଇଛାର ଇସ୍ତାହାର***

ଜୀବନ ବିପନ୍ନ ଏବେ ଘାଣ୍ଟେ ଜରା ବ୍ୟାଧି ଆୟୁଷ ମୋ ଯାଏ ସରି କାଳ ହୁଏ ବୃଦ୍ଧି । ନାହିଁ ଇଛା ଧନ ସଞ୍ଚି କୃପଣ ବୋଲାଇ ପର ତଣ୍ଟି କାଟି ଅପବାଦକୁ ମୁଣ୍ଡାଇ । କି ହେବ ସମ୍ପଦ ମୋର ଥାଉ ଭାବ ସ୍ନେହ ମଲେ କିଛି ଯିବ ନାହିଁ -…
Read More...

ରୋଟାରୀ ଓ ଇନର୍ ହୁଇଲ କ୍ଲବ ଦ୍ୱାରା ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ।

ଭଞ୍ଜନଗର, ୦୧/୧୦(ପିପିଟି):ନବରାତ୍ରୀ ପାଳନ ଅବସରରେ ଭଞ୍ଜନଗର ରୋଟାରୀ କ୍ଲବ ଓ ଇନର୍ ହୁଇଲ କ୍ଲବ ମିଳିତ ଆନୁକୂଲ୍ୟରେ ବାଇପାସ ରୋଡ଼ରେ ଥିବା କାର୍ଯ୍ୟାଳୟ ଠାରେ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଭଳି ଏକ…
Read More...