୫ବର୍ଷ ପରେ ଖୋଲିଲା ସ୍ପିଲ ୱେ ଗେଟ; ଭଞ୍ଜନଗର ଜଳଭଣ୍ଡାରରେ ୮୫%ଜଳ ଗଛିତ ।

ଭଞ୍ଜନଗର, ୨୭/୦୯(ପିପିଟି ):ଦୀର୍ଘ ବର୍ଷ ହେଲା ଇଞ୍ଜନଗର ଅଞ୍ଚଳରେ ପାନୀୟ ଜଳଯୋଗାଣ ଓ ଚାଷ ଜମିରେ ଜଳସେଚନର ସୁବିଧା ଯୋଗାଇ ଆସୁଛି ଭଞ୍ଜନଗର ଜଳ ଭଣ୍ଡାର। ହେଲେ ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ ଜଳଭଣ୍ଡାର ରେ ଜଳ…
Read More...

ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଏଫଏଲଏନ କର୍ମଶାଳା ।

ପୋଲସରା,୨୭/୦୯ (ପିପିଟି) : ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଏଫ୍ଏଲ୍ଏନ୍ କର୍ମଶାଳା ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଯାଇଛି। କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ଓଟିଇଟି ପରୀକ୍ଷା ଦେଲେ ୧୪୪୯ ଶିକ୍ଷକ ଶିକ୍ଷୟତ୍ରୀ ।

ମାଲକାନଗିରି, ୨୭/୦୯(ପିପିଟି):ଆଜି ମାଲକାନାଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ୫ ଗୋଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ…
Read More...

୬ଦଫା ଦାବିରେ ଏମ୍ବିକେ ଓ ସିଆର୍‌ପି ସଂଘର ଧାରଣା ।

ଭଞ୍ଜନଗର, ୨୭/୦୯(ପିପିଟି):ଭଞ୍ଜନଗର ବ୍ଳକ ମିଶନ ଶକ୍ତି ଅଧୀନରେ ଏମ୍ବିକେ ଓ ସି ଆର୍ ପି ସଂଘର କାର୍ଯ୍ୟରତ ମହିଳାଙ୍କୁ ଅବହେଳା ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ଗତ ୨୨ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଂଘ ପକ୍ଷରୁ…
Read More...

ବାଛୁରୀକୁ କିଏ ମାରିଲା; ବାଘ ନା ଗଧିଆ !

ଜଗନ୍ନାଥ ପ୍ରସାଦ, ୨୬/୦୯(ପିପିଟି):ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଆତଙ୍କ ସୃଷ୍ଟି ହୋଇଛି।ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ବିଟ ବଣୀଆପଲ୍ଲୀ ଗାଁ ନିକଟ ଜଙ୍ଗଲ ରେ ବାଘ ଆତଙ୍କ ଦେଖା ଦେଇଛି।ସେହି ଗ୍ରାମର…
Read More...

ଯାଜପୁର ଠାରେ ଆଗାମୀ କାଳୀ ପୂଜା ଓ ଲଷ୍ମୀ ନାରାୟଣ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ।

ଯାଜପୁର,୨୬/୦୯(ପିପିଟି): କାଳୀପୂଜା ଯାଜପୁର ଜିଲ୍ଲାରେ ଏକ ଗଣ ପର୍ବ ହୋଇଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ…
Read More...

ବିଧାୟକ ଆକାଶଙ୍କ ନେତୃତ୍ୱକୁ ଭରଷା କରି ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ ।

ଯାଜପୁର,୨୬/୦୯(ପିପିଟି) : ସାଧାରଣ ନିର୍ବାଚନ ପରେ ଶାସକ ବିଜେପିର ଏକ ବର୍ଷର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ…
Read More...

ଅପରେସନ୍ “ଅଗ୍ନି”, ବେଆଇନ ବାଣ ଗୋଦାମରେ ଚଢ଼ାଉ , ୩୦ ଲକ୍ଷ ଟଙ୍କାର ବାଣ ଜବତ , ଜଣେ ଗିରଫ ।

ବାଲିଗୁଡା, ୨୬/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଗୁରୁବାର ରାତିରେ ଏକ ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ବ୍ୟାପକ ପରିମାଣର ବାଣ ଜବତ କରିଛନ୍ତି| ଏହାକୁ ନେଇ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ…
Read More...

ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ସମ୍ପର୍କରେ ଆଇନ ସଚେତନତା ।

ମାଲକାନଗିରି,୨୬/୦୯(ପିପିଟି):ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ…
Read More...