କାଜୁ ଜଙ୍ଗଲ ରୁ ନାବାଳକର ଗଳିତ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର, ୩୦/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଆଜି ଜଣେ ନାବାଳକର ଗଳିତ ମୃତଦେହ ଠାବ ହୋଇଛି।ନାବାଳକ ଜଣଙ୍କ ଗତ ୩ଦିନ ହେଲା ନିଖୋଜ ଥିବା ଜଣାପଡ଼ିଛି।ପରିବାର…
Read More...

ଛେଳି ଚୋରୀ ଘଟଣାରେ ୪ଅଭିଯୁକ୍ତ ଗିରଫ ।

ଭଞ୍ଜନଗର, ୩୦/୦୯(ପିପିଟି ):ତାର ସିଂ ଥାନା ଲେମ୍ବେଇ ଗ୍ରାମର କବିରାଜ ଗୌଡ଼ଙ୍କ ଗୁହାଳରୁ ଏକ ଅଣ୍ଡିରା ଛେଳି ଚୋରି ଘଟଣାରେ ପୋଲିସ ଉକ୍ତ ଛେଳିକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରିବା ସହ ଘଟଣାରେ…
Read More...

ଚଳ ଚଞ୍ଚଳ ହୋଇଉଠିଛି ଐତିହାସିକ ପୀଠସ୍ଥଳୀ ପାହାଡ଼ ମଧ୍ୟ ଭାଗରେରେ ପୂଜା ପାଉଥିବା ଦେବୀ ବରୁଣେଇ ଏବଂ କରୁଣେଇ।

ଖୋର୍ଦ୍ଧା,୨୯/୦୯(ପିପିଟି): ଖୋର୍ଦ୍ଧାର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପାହାଡ଼ ଯାହାର ମଧ୍ଯ ଭାଗରେ ରହିଛି ବରୁଣେଇ କରୁଣେଇଙ୍କ ପୀଠ। ଯାହାକି ବରୁଣେଇ ପାହାଡ଼ର ୧୫୦ଫୁଟୁ ଉଚ୍ଚତାରେ ମା’ବରୁଣେଇ ଙ୍କ ମନ୍ଦିର ଅବସ୍ଥିତ।…
Read More...

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ।

ବାଲିଗୁଡ଼ା,୨୯/୦୯ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଫୁଲବାଣୀ ସ୍ଵେଚ୍ଛାସେବୀ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି ।…
Read More...

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା , ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ।

ବାଲିଗୁଡା,୨୯/୦୯ (ପିପିଟି): ମହାସପ୍ତମୀ ତିଥିରେ ସୋମବାର ଧରାବତରଣ କରିଛନ୍ତି ମା’ ଜଗତଜନନୀ । ରବିବାର ମା’ଙ୍କ ଷଷ୍ଠୀ ପୂଜା ଓ ବିଲ୍ଵବରଣ ଶେଷ ହୋଇଥିବାବେଳେ ପଞ୍ଜିକା ତିଥି ଅନୁଯାୟୀ ସମସ୍ତ ପୂଜା ସମ୍ପନ୍ନ କରାଯାଇଛି।…
Read More...

ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ଦୁର୍ଗା ।

ସୁବର୍ଣ୍ଣପୁର ,୨୯/୦୯(ପିପିଟି ):ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅବତରଣ କରିଥିବା ଜଗତଜନନୀ ମାଁ ଦୂର୍ଗାଙ୍କ ନବରାତ୍ର ପୂଜା ଅବସରରେ ଆଜି ମାଁ ଦେବୀ ଦୁର୍ଗା ଅଷ୍ଟମୀ ତିଥିରେ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ…
Read More...

କଳମ୍ବରେ ମଣ୍ଡଳସ୍ତରୀୟ ଆରଏସଏସ ଶତବାର୍ଷିକୀ ଉଦଘାଟନ ଉତ୍ସବ।

ପୋଲସରା,୨୯/୦୯ (ପିପିଟି) : ଗଂଜାମ ଜିଲ୍ଲା ପୋଲସରା ବ୍ଲକର କଳମ୍ୱ ଗ୍ରାମଠାରେ ଆରଏସଏସ ମଣ୍ଡଳସ୍ତରୀୟ ବିଜୟା ଦଶମୀ ଶତବାର୍ଷିକ ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ଗ୍ରାମ୍ୟ ପରିଷଦ ଭବନ ଠାରେ ଆୟୋଜିତ…
Read More...

ଦଦାର ଠେଙ୍ଗା ମାଡ଼ରେ ପୁତୁରା ମୃତ ।

ଅନୁଗୁଳ,୨୭/୦୯: ଦଦାର ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼ କଞ୍ଜିନି ଗ୍ରାମର ପ୍ରଦିପ ଦାସଙ୍କ ପୁଅ ସୁଦର୍ଶନ ଦାସ (୩୮) ଗତକାଲି ରାତିରେ ଦାଦା…
Read More...

ମହିଳା ହତ୍ୟାକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ୍ ଚାଲାଣ କଲା।

ପୋଲସରା ,୨୮/୦୯(ପିପିଟି) :ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ାଶାସନ ଗ୍ରାମରେ ଗତ ୨୨ ତାରିଖ ଦିନ ଏକ ହତ୍ୟା ଘଟଣା ଘଟିଥିଲା। ୫୫ ବର୍ଷ ବୟସ୍କ ସଇଲ ସେଠୀ ନାମକ ମହିଳା ଜଣକ ସକାଳ ୧୦ଟା ସମୟରେ ବାଘୁଆ ନାଳକୁ ଗାଧୋଇ ଯାଇ…
Read More...