ଆସିକା ବିଧାୟିକାଙ୍କ ଦ୍ବାରା ପଞ୍ଚାୟତ କାର୍ଯ୍ଯାଳୟ ଓ କଲ୍ଯାଣ ମଣ୍ଡପ ଉଦଘାଟନ।

ଆସିକା,୧୯/୦୯(ପିପିଟି): ବାଙ୍ଗରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍ଗରଡ଼ା ଗ୍ରାମ ଠାରେ ଆସିକା ବିଜୁ ଜନତା ଦଳ ତରଫରୁ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି ଏବଂ ଏହା ସହ ପଞ୍ଚାୟତ ଅଫିସ ଉଦଘାଟନ ଓ କଲ୍ୟାଣ…
Read More...

ସୂଚନା କର୍ମୀଙ୍କୁ ନିୟନ୍ତ୍ରଣ କରିବାକୁ ମିଥ୍ୟାକେସରେ ଫସାଇବାର ପ୍ରତିବାଦ ।

କନ୍ଧମାଳ,୧୯/୦୯(ପିପିଟି): ସୂଚନା ଅଧିକାର କର୍ମୀ ମାନେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଓ ଶୋଷକ ରାଜନେତାଙ୍କ ପର୍ଦାଫାର୍ସ କରୁଥିବାରୁ ସରକାର ପ୍ରତିଶୋଧ ପରାୟଣ ହୋଇ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ସାଥି ମାନଙ୍କ ନାମରେ…
Read More...

ମାଲକାନଗିରିରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

ମାଲକାନଗିରି,ତା:୧୯/୦୯(ପିପିଟି): ଆଜି ଜାତୀୟ ଲୋକ ଆଇନ ସେବା ପ୍ରାଧିକରଣ ଓ ରାଜ୍ଯ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରା ଜଜ୍ କୁମାରୀ ରେଖା…
Read More...

ମହିମା ସେବା ଫାଉଣ୍ଡେସନର ଦ୍ବିତୀୟ ସନକ୍ଷତ୍ର ପାଳିତ, ସାରସ୍ଵତ ପ୍ରତିଭାଙ୍କୁ ମହିମା ସେବା ସମ୍ମାନ ୨୦୨୧ ।

ଭୁବନେଶ୍ୱର,୧୯/୦୯(ପିପିଟି): ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନର ୨ୟ ସନକ୍ଷତ୍ର ସ୍ଥାନୀୟ ଜନକଲ୍ୟାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ ସହ ବିଶିଷ୍ଟ ସାହିତ୍ୟିକା, ଲେଖିକା, ସଂପାଦିକା ମନୋରମା…
Read More...

ଋଷିକୂଲ୍ୟା ନଦୀରେ ବୁଡି ଯୁବକ ନିଖୋଜ ।

ହିଞ୍ଜିଳିକାଟୁ,୧୯/୦୯( ପିପିଟି): ହିଞ୍ଜିଳିବ୍ଳକ ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନନ୍ଦିକ ଗ୍ରାମରେ ଋଷିକୂଲ୍ୟା ନଦୀରେ ଜଣେ ଯୁବକ ଭାସିଯିବା ସହ ଜୀବିତ କିମ୍ବା ମୃତ ରହସ୍ୟ ବୃତ ରହିଛି ।ସୂଚନା ଯୋଗ୍ୟ ଯେ ସେହି ଅଞ୍ଚଳର…
Read More...

ମହାନ୍ ସଂଘ୍ ପକ୍ଷରୁ ମେଧାବୀ ଗରିବ ଛାତ୍ର ମାନଙ୍କ ନିମନ୍ତେ ମାଗଣା ଛାତ୍ରାବାସ।

ବ୍ରହ୍ମପୁର,୧୯/୦୯(ପିପିଟି): ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ୍ ପକ୍ଷରୁ ଆସନ୍ତା ୨ ଅକ୍ଟୋବର ପବିତ୍ର ଗାନ୍ଧୀ - ଶାସ୍ତ୍ରୀ ଜି ଙ୍କ ଜୟନ୍ତୀ ଓ ସଂଘ୍ ର ୩୭ତମ ପ୍ରତିଷ୍ଠା ଦିବସ ଅବସରରେ ଗୋପାଳ ପୂର୍ ରୋଡ ସ୍ଥିତ…
Read More...

ଓର୍କେଲ ପୋଲିସ ଦ୍ବାରା ୨୧୬ କିଗ୍ରା ଗଞ୍ଜେଇ ଜବତ ତିନି ଜଣ ଗିରଫ ।

ମାଲକାନଗିରି,ତା:୧୯/୦୯(ପିପିଟି):ଗତ କାଲି ଓର୍କେଲ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନି ଜଣ ଗଞ୍ଜାଇ ଚୋରା ଚାଲାଣାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନେ ଗଞ୍ଜେଇକୁ ବସ୍ତାରେ ଭର୍ତ୍ତି କରି ବାଇକ୍…
Read More...

ମାଲକାନଗିରି ଜିଲ୍ଲାରେ କୋରନା ପଜିଟିଭ ଶୂନ ।

ମାଲକାନଗିରି,ତା:୧୯/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ କୋରନା ପଜିଟିଭ୍ ଶୂନରେ ପହଞ୍ଚି ଥିବା ତଥ୍ଯ ସାମ୍ମାନାକୁ ଆସିଛି,ଯାହାକି ଜନସାଧାରଣଙ୍କ ମନରେ କୋରନା ପ୍ରତି ଥିବା ଭୟରୁ ମୁକ୍ତି ମିଳିଛି । ପୂର୍ବ ପରି…
Read More...

ଭଞ୍ଜନଗର ଠାରେ ଗଠିତ ହେଲା ଉତ୍କଳ ସାମ୍ବାଦିକ ସଂଘ; ଜୟକୃଷ୍ଣ ସଭାପତି, ରବୀନ୍ଦ୍ର ସମ୍ପାଦକ ମନୋନୀତ ।

ଭଞ୍ଜନଗର,୧୯/୦୯(ପିପିଟି): ଓଡିଶାର ବୃହତ ସଙ୍ଗଠନ ଉତ୍କଳ ସାମ୍ବାଦିକ ସଂଘର ନୂତନ ଶାଖା ଭଞ୍ଜନଗର ଠାରେ ଗଠନ କରାଯାଇଛି। ଏଥିରେ ଭଞ୍ଜନଗର ଅଞ୍ଚଳର ବହୁ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ…
Read More...

ବାରହା ଆକ୍ରମଣରେ ଜଣେ ଗୁରୁତର ।

ଭଞ୍ଜନଗର,୧୯/୦୯(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣ ରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଯୋଗୀ ଭୂୟାଁ (୫୦) । ସୂଚନା…
Read More...