ଶିଶୁ ହେଉଛି ଦେଶର ସମ୍ପଦ।

ବୋଲଗଡ଼, ୧୪/୧୧ (ପିପିଟି):ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ଆରିକମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ପବିତ୍ର ଶିଶୁ ଦିବସ ଉପଲକ୍ଷେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ…
Read More...

ଜିଲ୍ଲାପାଳଙ୍କ ବଣ୍ଡା ଘାଟି ଗସ୍ତ , ଉନ୍ନୟନ କାର୍ଯ୍ୟ ପରିଦର୍ଶନ ।

ମାଲକାନଗିରି, ୧୪/୧୧(ପିପିଟି):ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟିର ଅନ୍ଦ୍ରାହାଲ୍ ଓ ତୁଷେଇପଡ଼ା ଗ୍ରାମ ଗସ୍ତ କରିଛନ୍ତି। ସେହି ଅଞ୍ଚଳର ସାମଗ୍ରିକ ବିକାଶ ଓ ଜୀବନଶୈଳୀରେ ଉନ୍ନତି…
Read More...

ଧନେଇ ଘାଇର ଜଳସ୍ତର ବୃଦ୍ଧିରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତହସିଲ୍ ଘେରାଉ କଲା ଚାଷୀ ମୂଲିଆ ସଂଘ।

ପୋଲସରା, ୧୪/୧୧(ପିପିଟି): ଅଲ୍ ଇଣ୍ଡିଆ ଖେତ୍ ମଜଦୂର କିଷାନ ସଭା (AIKMKS) ସହ ଅନୁବନ୍ଧିତ ଚାଷୀ ମୁଲିଆ ସଂଘ ପୋଲସରା ବ୍ଲକ କମିଟି ପକ୍ଷରୁ ୭ ଦଫା ଦାବି ପତ୍ର ପୋଲସରା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ…
Read More...

ବନ ବିଭାଗ ଚେତାବନୀ:ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ନିଷେଧ;ପଶୁପ୍ରେମୀଙ୍କ ଚିନ୍ତା ।

ବ୍ରହ୍ମପୁର,୧୪/୧୧(ପିପିଟି):ବନ ବିଭାଗ ତରଫରୁ “ମାଙ୍କଡ଼ମାନଙ୍କୁ ଖାଦ୍ୟ ଦିଅନ୍ତୁ ନାହିଁ” ବୋଲି ବିଭିନ୍ନ ସ୍ଥାନରେ ସତର୍କତା ସୂଚନା ଫଳକ ଟଙ୍ଗାଯାଇଥିବାରୁ ପଶୁପ୍ରେମୀଙ୍କ ମଧ୍ୟରେ ଆଲୋଚନା ଓ ଉତ୍ସୁକତା ଦେଖାଦେଇଛି।…
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ-୨୦୨୫” ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୩/୧୧(ପିପିଟି ):ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ତରଭା ବ୍ଲକ ଚାରଭଟା ପି.ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ…
Read More...

ପାଞ୍ଚ ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ ।

କୋଦଳା,୧୩/୧୧(ପିପିଟି): ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଥାନାର ପୋଲିସ କର୍ମଚାରୀ ବିଭିନ୍ନ ଗାଁ ରେ ଚଢାଉ କରି ବିଭିନ୍ନ ଅପରାଧରେ ଜଡିତ…
Read More...

ନୀଳଗିରିରୁ ଗୋଟିଏ ଦିନରେ ୧୪ ମଦ ବେପାରୀ ଗିରଫ ।

ବାଲେଶ୍ଵର୧୩/୧୧: ନୀଳଗିରି ଅବକାରୀ ବିଭାଗ ଓ ବାଲେଶ୍ୱର ମୋବାଇଲ ସ୍କ୍ୱାଡର ଆଜି ମିଳିତ ଚଢ଼ଉ କରି ନୀଳଗିରିର ବିଭିନ୍ନ ଅଞ୍ଚଳରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଗୋଟିଏ ଦିନରେ ଅବକାରୀ ବିଭାଗ ୧୪ଜଣ ମଦ ବେପାରୀଙ୍କୁ…
Read More...

ପ୍ରଥମ କରି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ।

ବୋଲଗଡ଼,୧୩/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମା ବାମନ ହାଇସ୍କୁଲ ପରିସରରେ ପ୍ରଥମ କରି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଏକ ପ୍ରଦର୍ଶନୀ ଓ ଜନସଚେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମକୁ ବିରୋଧ କରି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ ।

ପୋଲସରା, ୧୩/୧୧(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୟୁ.ଏ.ଏସ୍. ପୋର୍ଟାଲ୍‌କୁ ବିରୋଧ କରି ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…
Read More...