ଛତୁଆ ଓଜନରେ ଠକେଇ,ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ।

ଦିଗପହଣ୍ଡି,୨୮/୦୯(ପିପିଟି); ଛତୁଆ କେନ୍ଦ୍ର କରୁଚି ନିରୀହ ନିଷ୍ପେସିତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଛତୁଆ ଏବଂ ସୁଜି ମକା ହାଲୁଆ । ଓଜନ ମାପରେ ବଡ଼ ଧରଣ ଜାଲିଆତି କରୁଛି ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମରେ
Read More...

ବାଲୁଗାଁ ବାଇପାସ୍ ସୁବୁଦ୍ଧି ପାଟଣା ଛକରେ ଟ୍ରକ୍ କୁ ଧକ୍କାଦେଲା ଅନ୍ୟ ଏକ ଟ୍ରକ୍, ଜଣେ ମୃତ ଜଣେ ଗୁରୁତର ।

ବୋଲଗଡ,୨୮/୦୯(ପିପିଟି); ଚିଲିକା ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର
Read More...

ଦୁଇ ଶହ ଏକର ଧାନ ଜମି ଅଗାଡି,ଚାଷୀ ମନରେ କୋହ ।

ମାଲକାନଗିରି,ତା:୨୮/୦୯(ପିପିଟି); ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ପଞ୍ଚାୟତ ନିକଟସ୍ଥ ଏଭି -୪୪ ଗ୍ରାମର ଚାଷୀମାନଙ୍କ ମୁଣ୍ଡରେ ଏବେ ଚଡକ । ଗର୍ଭରୁ ଧାନ କେଣ୍ଡା ବାହିରିବା ସମୟରେ ସବୁ ଧାନ କେଣ୍ଡା ଅଗାଡି ।
Read More...

ଗ୍ରାମାଞ୍ଚଳ ଚାଷୀଙ୍କୁ ଆକ୍ରମଣ ।

ପଦ୍ମପୁର,୨୮/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ବଜାର ପ୍ରାଙ୍ଗଣ ରେ ପ୍ରତ୍ୟହ ତଟକା ପନିପରିବା ବିକ୍ରୟ କରିବାକୁ ଚାଷୀ ଆସିଥାଆନ୍ତି । ହେଲେ ବଜାରକୁ ଆସିବା ବାଟରେ ଏଠାକାର ବେପାରୀ ମାନେ କମ ଦରରେ ପନିପରିବା ତାଙ୍କ
Read More...

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ଓ ଛାତ୍ର ବିକ୍ଷୋଭ ।

ଜଗତସିଂହପୁର,୨୮/୦୭(ପିପିଟି); ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ ଯୁବକ ସଂଘ ଓ ଅଖିଳ ଭାରତୀୟ ଛାତ୍ର ସଂଘ ଜଗତସିଂହପୁର ଜିଲ୍ଲା ପରିଷଦର ସମ୍ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଛି ।
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ରେ ସାମିଲ ହେଲେ ଶତାଧିକ କର୍ମୀ ।

ଶେରଗଡ଼:୨୮/୦୯(ପିପିଟି); ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ପିତଳ ମଣ୍ଡଳ ସଭାପତି ନୟନ ମଲ୍ଲିକଙ୍କ ନେତୃତ୍ବରେ ମା କାମାକ୍ଷୀ ମନ୍ଦିର ରେ ମିଶ୍ରଣ ପର୍ବ
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବାଲି ମାଫିଆ ଓ ଅଫିସରଙ୍କ ମଧୁଚନ୍ଦ୍ରିକା ।

ଶେରଗଡ଼,୨୮/୦୯(ପିପିଟି); ଲିଜ୍ ଅବଧି ସରିଲା ପରେ ବି ଅବାଧରେ ଚାଲିଛି ବାଲି ଉଠାଣ ଅନୟାସ ରେ ମାଫିଆ ମାନେ ଦିନ ଦି ପହରେ ଲୁଟୁଛନ୍ତି ବାଲି ଏପରି ଅଭିଯୋଗ ଆସିଛି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ । ଶେରଗଡ ତହସିଲ ଅଧୀନରେ
Read More...

ସହକାରୀ ଯୋଗାଣ ଅଧିକାରୀଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କଂଗ୍ରେସର ଗଣ ଧାରଣା ଜାରି ।

ମାଲକାନଗିରି,୨୯/୦୯(ପିପିଟି); ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ଗିରଫ ଦାବୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଗଣଧାରଣା ଦିଆଯାଇଛି । ଯଦି ଏଥିରେ ବ୍ଯତିକ୍ରମ ଘଟେ ଆଗାମୀ
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧ ।

ପାରଳାଖେମୁଣ୍ଡି,ତା-୨୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୩,୫୭୧, ଚିକିତ୍ସିତ ସଂଖ୍ୟା ୩୮,୧୭୨, ମୃତ ସଂଖ୍ୟା ୮୧୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୧
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୨ ।

ଫୁଲବାଣୀ ,ତା-୨୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୧୨,୬୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୩,୫୭୧, ଚିକିତ୍ସିତ ସଂଖ୍ୟା ୩୮,୧୭୨, ମୃତ ସଂଖ୍ୟା ୮୧୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୨ ସହ
Read More...