କିନୀ ଇମ୍ଫୋଟେକ କାର୍ଯ୍ୟାଳୟରେ ଭଙ୍ଗାରୁଜା; ୪ଟି କମ୍ପ୍ୟୁଟର ଓ ଗୋଟେ ପ୍ରିଣ୍ଟର ଲୁଟିନେଲେ ଦୁର୍ବୁତ୍ତ ।
ଭଞ୍ଜନଗର,୧୫/୦୧(ପିପିଟି):ଭଞ୍ଜନଗର ହାଇସ୍କୁଲ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ ଉପର ମହଲାରେ ଗତ କିଛି ମାସ ତଳେ ଖୋଲିଥିବା କିନୀ ଇମ୍ଫୋଟେକ ଡାଟା ଏଣ୍ଟ୍ରି କାର୍ଯ୍ୟାଳୟରେ ଶନିବାର ଅପରାହ୍ନରେ କିଛି ଦୁର୍ବୁତ୍ତ ପଶି ବ୍ୟାପକ…
Read More...
Read More...