***ଶିଶିର ଭିଜା ଶୀତ ସକାଳ***
ମୁକ୍ତ ବୃକ୍ଷ ଡାଳେ ବସିଣ ବିହଙ୍ଗ
ସକାଳ ସୂଚନା ପାଇ....
ମଙ୍ଗଳ ସ୍ତବକେ ଆହ୍ବାନ କରନ୍ତି
ଊଷା ନାମ ଗାଇ ଗାଇ....!!
ପୂରୁବ ଗଗନେ ଫାଟଇ ସିନ୍ଦୁରା
ସବିତା ଉଇଁବା ପାଇଁ....
ରକ୍ତିମ ଆଭାରେ ପୂର୍ବ ଦିଗ ଶୋଭା
ବିଚିତ୍ର…
Read More...
Read More...