ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: କାର୍ଯ୍ୟଛାଡ ଆନ୍ଦୋଳନ କଲେ ସ୍ବାସ୍ଥ୍ୟକର୍ମୀ, ଅଟକିଲା ଟିକାକରଣ ।
ବାଲିଗୁଡା,୨୬/୧୧(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନଏମ)ବୁଲିଦେଇ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ବାଟୁଳି…
Read More...
Read More...