ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳିତ ।
ବ୍ରହ୍ମପୁର,୦୧/୦୪(ପିପିଟି): ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ୮୭ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସମିତିର ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ସିଟି ହାଇସ୍କୁଲ ରୋଡ ସ୍ଥିତ ତନିଷ୍କ…
Read More...
Read More...