୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ।
ଭଞ୍ଜନଗର,୦୪/୦୪(ପିପିଟି): ଭଞ୍ଜନଗର ବ୍ଲକ ସ୍ଥିତ ବେତାର ଗ୍ରାମରୁ ରବିବାର ବିଳମ୍ବିତ ରାତିରେ ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ବେତାର ଗ୍ରାମର ଭ୍ରମର…
Read More...
Read More...