କରୋନା’ ପାଇଁ ରାଜଧାନୀ ହାଟ ଉପରେ କଟକଣା

0 411

ଭୁବନେଶ୍ୱର,ପି.ପି.ଟି ନ୍ୟୁଜ୍ : ଭାରତରେ ନିଜ କାୟା ବିସ୍ତାର କରି ଚାଲିଥିବା କରୋନା ରାଜ୍ୟରେ ପ୍ରବେଶ କରିସାରିଛି । ନିକଟରେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି । ଏକାଧିକ ଲୋକ ଏକତ୍ରିତ ହେଉଥିବା ବିଭିନ୍ନ ସ୍ଥାନକୁ ବନ୍ଦ କରିବା ପରେ ଏବେ ରାଜଧାନୀର ହାଟକୁ ନେଇ ବିଏମସି ଏକ ବଡ଼ ଘୋଷଣା କରିଛି । ଏଣିକି ଭୁବନେଶ୍ୱରରେ ଚାଲୁଥିବା ବହୁ ହାଟ ସକାଳ ୬ଟାରୁ ଖୋଲାଯାଇ ସନ୍ଧ୍ୟା ୬ଟାରେ ବନ୍ଦ ହେବ ।

Leave A Reply

Your email address will not be published.