Browsing Category

ରାଜ୍ୟ ଖବର

ଗୋଟିଏ ବନ୍ଧ ଦୁଇଟି ନାମ: ମନରେଗା କାର୍ଯ୍ଯରେ ଦୁର୍ନୀତି; ହାଇକୋର୍ଟରେ ମାମଲା ।

କବିସୂର୍ଯ୍ୟନଗର,୨୯/୦୯(ପିପିଟି):ଗୋଟିଏ ବନ୍ଧ ଦୁଇଟି ନାମ, ମନରେଗା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ହାଇକୋର୍ଟ କେସ ନମ୍ବର CRLMP/2033/2022 ମାମଲା ହୋଇଛି ।କବିସୂର୍ଯ୍ୟନଗର ବ୍ଲକ…
Read More...

ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ।

ବ୍ରହ୍ମପୁର,୨୨/୦୯(ପିପିଟି): ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଖଲ୍ଲିକୋଟ ଗୋଷ୍ଠୀ…
Read More...

ଜାଲି ଶିକ୍ଷକ କିରଣ ଜେନା ଗିରଫ।

ପୋଲସରା,୧୬/୦୯(ପିପିଟି): ଜାଲ ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୯ ମସିହା ଠାରୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ବିଭିନ୍ନ ପର୍ଯ୍ଯାୟରେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ…
Read More...

କୁକୁଡାଖଣ୍ଡି ବ୍ଲକର ୧୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ହାଇକୋର୍ଟରେ ମାମଲା।

ବ୍ରହ୍ମପୁର,୦୩/୦୯(ପିପିଟି):କୁକୁଡାଖଣ୍ଡି ବ୍ଲକର ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଛି। ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ…
Read More...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ।

ଭୁବନେଶ୍ବର,୩୦/୦୮:ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା । ପୂର୍ବରୁ…
Read More...

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା;ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ଭୁବନେଶ୍ୱର,୨୭/୦୮: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ…
Read More...

ଧରାକୋଟ: ଜାଲ ସାର୍ଟିଫିକେଟ ଦେଇ ଚାକିରି, ଶିକ୍ଷକ ଗିରଫ ।

ବ୍ରହ୍ମପୁର,୨୬/୦୮(ପିପିଟି): ଶିକ୍ଷକତା ଭଳି ସମ୍ମାନୀୟ ବୃତ୍ତି କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ଵାରା କଳୁଷିତ ହେବାରେ ଲାଗିଛି। ସମାଜରେ ଏଥି ପାଇଁ ଶିକ୍ଷକଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଗଞ୍ଜାମ,ଗଜପତି,…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୫/୦୮ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟ ରେ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ଅଞ୍ଚଳର ଗର୍ବ ଓ ଗୌରବ ବିପ୍ଳବୀ ଶହୀଦ ରଘୁ ଦିବାକର।

ରାଜସୁନାଖଳା,୨୪/୦୮(ପିପିଟି) : ରଣପୁରର ପ୍ରଜା ଆନ୍ଦୋଳନ ର ସ୍ରଷ୍ଟା। ମହାନବିପ୍ଳବୀ ନେତା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ସେତେ ବେଳେ ବ୍ରିଟିଶ୍ ବାହୁଛାୟାତଳେ ରାଜ୍ୟ ଗୁଡ଼ିକର ରାଜାମାନେ ସାର୍ବଭୌମ କ୍ଷମତାର ଅଧିକାରୀ…
Read More...

ହିଞ୍ଜିଳି ଗସ୍ତରେ ୧୮ ଜଣିଆ ଛତିଶଗଡ଼ ପ୍ରଶାସନିକ ଅଧିକାରୀ ।

ବ୍ରହ୍ମପୁର,୨୩/୦୮(ପିପିଟି):ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ ପ୍ରକଳ୍ପରୁ ଶିକ୍ଷା ଓ କାର୍ଯ୍ୟଶୈଳୀ ଉପରେ ଜାଣିବାପାଇଁ ଛତିଶଗଡ଼ ର ୧୮ ଜଣିଆ ପ୍ରସାନିକ ଅଧିକାରୀ ହିଞ୍ଜିଳି ଗସ୍ତରେ ଆସିଥିଲେ…
Read More...