Browsing Category

ରାଜ୍ୟ ଖବର

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା ।

ମାଲକାନଗିରି, ୨୦/୦୩(ପିପିଟି) :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା…
Read More...

ଆଜି ପଖାଳ ଦିବସ ରେ କୁଡିଆଘର ଠାରୁ ହୋଟେଲ ପର୍ଯ୍ୟନ୍ତ ଜମିଛି ପଖାଳ ଆସର।

ବୋଲଗଡ଼,୨୦/୦୩(ପିପିଟି):ଓଡିଆଙ୍କ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୂରାତନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ଆମ ଓଡ଼ିଶା ର ଗ୍ରାମାଞ୍ଚଳରେ ଶୀତଦିନେ ପଖାଳ ଖାଇବା ନିଆରା ଅଟେ,…
Read More...

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୧୯/୦୩:ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା…
Read More...

ପିପଳପଙ୍କା ଡ୍ୟାମ୍ ବନ୍ଦ ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ପିପଳପଙ୍କା ଠାରୁ ଆରମ୍ଭ ।

ବ୍ରହ୍ମପୁର,୧୬/୦୩(ପିପିଟି): ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍ ନିର୍ମାଣକୁ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଚାଲାଣ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆଜି…
Read More...

ଓଡ଼ିଶା ରାଜ୍ୟ ଗୋଲଡେନଲ୍ୟାଣ୍ଡ ଓ ଜି. ଏଲପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ବୋଲଗଡ,୧୬/୦୩(ପିପିଟି) : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ସ୍ଥିତ 'ମା' ଭୂଇଁଆଣୀ ପୀଠ" ଠାରେ ଓଡିଶା ରାଜ୍ୟ ଗୋଲଡେନ ଲ୍ୟାଣ୍ଡ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘର ଏକ ଅତ୍ୟନ୍ତ ଜରୁରୀ ରାଜ୍ୟ କାରିଣୀ ବୈଠକ ସହ ସାମ୍ବାଦିକ…
Read More...

ଡବଲ ଇଞ୍ଜିନ ସରକାରଙ୍କୁ ଅପରାଜିତାଙ୍କ ଧନ୍ୟବାଦ; ପାଣ୍ଡେରାରେ ହେବ ୫୦ କୋଟିରେ ହେବ ଆଧୁନିକ ମାଛ ବଜାର ।

ଭୁବନେଶ୍ବର,୧୩/୦୩(ପିପିଟି) :ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡେରା ଅଞ୍ଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ…
Read More...

ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନୁଦାନ ଦାବିକଲେ ଆସିକା ସାଂସଦ ।

ପୋଲସରା,୧୩/୦୩(ପିପିଟି) :ନିଜ ସଂସଦୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଦାବୀ କରିଛନ୍ତି ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ |ସଂସଦର ଚଳିତ ଅଧିବେଶନରେ ଏ ସଂକ୍ରାନ୍ତୀୟ…
Read More...

ପିପଳପଙ୍କାରେ ପ୍ରସ୍ତାବିତ ଡ଼୍ୟାମ୍ ଓ ଅବାଧ ବାଲି ଖନନ ବିରୁଦ୍ଧରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପଦଯାତ୍ରା ।

ବ୍ରହ୍ମପୁର,୧୩/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ଏବେ ସରକାର ଓ କମ୍ପାନୀଙ୍କ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଛି। ହଜାରେ କୋଟି ଟଙ୍କାରୁ ଅଧିକ ପ୍ରାରମ୍ଭିକ ଖର୍ଚ୍ଚରେ ଓଡ଼ିଶା…
Read More...

କନ୍ଧମାଳ ଓ ଗଜପତି ଜିଲ୍ଲାର ୫ଟି ସ୍ଥାନରେ ପୋଲିସର ଚଢାଉ;ବିପୁଳ ପରିମାଣର ଗଞ୍ଜେଇ ଜବତ।

କଟକ,୧୧/୦୩: ଆଜି କନ୍ଧମାଳ ଏବଂ ଗଜପତି ଜିଲ୍ଲା ପୋଲିସ ୫ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୩୦୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି।…
Read More...

୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ସମୀକ୍ଷା ବୈଠକ ।

ଭୁବନେଶ୍ୱର,୧୦/୦୩:ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । ଏସବୁର ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉତ୍ସକୁ ବିକଶିତ କରାଯାଉଛି । ଅକ୍ଷୟ ଶକ୍ତିରେ ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରୋଜେକ୍ଟ (ପିଏସ୍‌ପି)ର ଗୁରୁତ୍ୱ ସ୍ୱତନ୍ତ୍ର । ସଂପ୍ରତି…
Read More...