Browsing Category

ରାଜ୍ୟ ଖବର

ଜାଲ୍ ସାର୍ଟିଫିକେଟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ।

ବ୍ରହ୍ମପୁର,୧୫/୦୯(ପିପିଟି): ଓଡିଶାର ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ମାଧ୍ଯମରେ ଶହ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ରାଜ୍ଯ ସରକାର ବିଭିନ୍ନ ସମୟରେ ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ…
Read More...

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ ।

ବେଲଗୁଣ୍ଠା, ୧୪୵୦୯(ପିପିଟି):ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ ବୟସରେ ପରଲୋକ ଘଟିଛି । ସ୍ଵର୍ଗତ କର କିଛିଦିନ…
Read More...

+୩ ପରେ +୨ ପାଠ୍ଯକ୍ରମ କରି ଯୁବକ ସରକାରୀ ଚାକିରି ପାଇଛନ୍ତି।

ବ୍ରହ୍ମପୁର,୧୪/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ କାରବାରର ଗନ୍ତା ଘର ପାଲଟିଛି। ଶିକ୍ଷିତ ଯୁବକ ଓ ଯୁବତୀ ମାନେ ଚାକିରି ନପାଇ ବେକାର ହୋଇ ବସିଛନ୍ତି। ବିଭିନ୍ନ ଜାଲିଆତି କରି ଅନେକ ଶିକ୍ଷକ ଓ ଅନ୍ଯ…
Read More...

ସିପିଆଇ ଗଞ୍ଜାମ ଜିଲ୍ଲା ସ୍ତରୀୟ ଶାଖା ସଂପାଦକ ମାନଙ୍କ କର୍ମଶାଳାର ଅନୁଷ୍ଠିତ।

ବ୍ରହ୍ମପୁର,୧୨/୦୯(ପିପିଟି):ଗଂଜାମ ଜିଲ୍ଲାର ସିପିଆଇ ଶାଖା ସଂପାଦକ ମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ କାମଦେବ ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ…
Read More...

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ।

ଭୁବନେଶ୍ବର,୦୨/୦୯: ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ । ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପରଲୋକ ହୋଇଯାଇଛି । ୭ ଥର ବିଧାୟକ ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ମୋହନାରୁ…
Read More...

ପିପିଟି କାର୍ଯ୍ଯାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳନ।

ବ୍ରହ୍ମପୁର,୧୫/୦୮(ପିପିଟି): ପିପିଟି କାର୍ଯ୍ଯାଳୟ ଠାରେ ୭୭ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ପିପିଟି ଅଧ୍ଯକ୍ଷା ଦେବସ୍ମିତା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି,…
Read More...

ଶିକ୍ଷକ ବିନାୟକ ନାୟକଙ୍କ ସାର୍ଟିଫିକେଟ ଯାଞ୍ଚ ହେବାରେ ବିଳମ୍ବ କାହିଁକି ?

ବୁଗୁଡା,୧୧/୦୮(ପିପିଟି): ଜାଲ୍ ସାର୍ଟିଫିକେଟ ତଦନ୍ତ ଜାଣିଶୁଣି ବିଳମ୍ବିତ କରାଯାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ହେବାପରେ ବିଇଓ କାର୍ଯ୍ଯାଳୟ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ…
Read More...

ଧରାକୋଟରୁ ବାହାର ରାଜ୍ୟର ବିଇଡି କରିଥିବା ୩୯ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ।

ବ୍ରହ୍ମପୁର,୦୫/୦୮(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ…
Read More...

ବୁଗୁଡା ଅଞ୍ଚଳର ବାହାର ରାଜ୍ୟର ବିଇଡି କରିଥିବା ୪୭ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ।

ବ୍ରହ୍ମପୁର,୦୩/୦୮(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। ୨୦୧୯ ମସିହା ଠାରୁ ବିଭିନ୍ନ ସମୟରେ ଜାଲ୍ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ…
Read More...

ଭୁଷୁଡ଼ିଲା ସ୍ମାର୍ଟ ସ୍କୁଲ ପାଚେରୀ , ତଦନ୍ତ ଦାବୀ କଲେ ଗ୍ରାମବାସୀ

ବାଲିଗୁଡା,୦୧/୦୮(ପିପିଟି): ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ…
Read More...