Browsing Category
ରାଜ୍ୟ ଖବର
ଛତିଶଗଡର ବିଜାପୁର ଠାରେ ୩୩ ମାଓବାଦୀଙ୍କ ଆତ୍ମସମର୍ପଣ ।
ମାଲକାନାଗିରି ,୨୬/୦୫(ପିପିଟି) : ଓଡ଼ିଶା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନରେ ବରିଷ୍ଠ କ୍ୟାଡର ନକ୍ସଲଙ୍କ କ୍ରମାଗତ ଏନକାଉଣ୍ଟରରେ ନକ୍ସଲ ସଂଗଠନ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।…
Read More...
Read More...
ଐତିହାସିକ ତାକରଡ଼ା ଗୁଳିକାଣ୍ଡର ୭୬ ବର୍ଷ ପୂର୍ତ୍ତି। ଚାଷୀ ଆନ୍ଦୋଳନକୁ ତେଜୀୟାନ କରୁଛି ତାକରଡ଼ାର ଶହିଦ୍ ବେଦୀ ।
ସ୍ୱାଧୀନତାପ୍ରାପ୍ତି ପାଇଁ ସଂଗ୍ରାମ ସହ ସ୍ୱାଧୀନତା ପରେ ମଧ୍ୟ ବହୁ ଗଣସଂଗ୍ରାମ ହୋଇଛି । ସ୍ୱାଧୀନତାପରେ ମଧ୍ୟ ସାଧାରଣମଣିଷ ର ଜୀବନଜୀବିକା କୃଷକ ଶ୍ରମିକ କ୍ଷେତମୁଲିଆ ଶ୍ରେଣୀ ତାଙ୍କ ସର୍ବନିମ୍ନ ଦାବୀ ଓ ଅଧିକାର ପାଇଁ…
Read More...
Read More...
ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ; ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୫୦ପ୍ରତିଶତ ମତଦାନ ।
ଭଞ୍ଜନଗର, ୨୦/୦୫(ପିପିଟି) : ଗଞ୍ଜାମ ଜିଲ୍ଲାରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆସ୍କା ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିଲା।ଭଞ୍ଜନଗର ୧୨୩ନଂ ନିର୍ବାଚନ ମଣ୍ଡଳୀରେ ଗତକାଲି ରାତିରେ…
Read More...
Read More...
ଆରମ୍ଭ ହୋଇଛି ହୋମ ଭୋଟିଂ।
ବୋଲଗଡ଼,୧୭/୦୫(ପିପିଟି):ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଛି ହୋମ ଭୋଟିଂ। ଖୋର୍ଦ୍ଧା ଜିଲ୍ଲା ରେ ଆସନ୍ତା ୨୫ତାରିଖରେ ଭୋଟ ଗ୍ରହଣ ତାରିଖ ଥିବାବେଳେ ଏହା ପୂର୍ବରୁ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ,…
Read More...
Read More...
ସିବିଏସଇ ଦ୍ଵାଦଶ ବିଜ୍ଞାନ ରେ ରାଜ୍ୟ ଓଏଭି ଟପ୍ପର ହେଲେ ସୁବର୍ଣ୍ଣପୁର ମାଟିର ଝିଅ କେ. ସ୍ନେହା ।
ସୁବର୍ଣ୍ଣପୁର ,୧୬/୦୫(ପିପିଟି) : ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସ୍ଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ସୋନପୁର ପିପିଲିପାଲି ର ପରୀକ୍ଷା ଫଳାଫଳ…
Read More...
Read More...
ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ।
ଭୁବନେଶ୍ବର,୧୩/୦୫: ରାଜ୍ୟରେ ପ୍ରଥମ ପର୍ଯ୍ଯାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ…
Read More...
Read More...
ମାଲକାନଗିରି ଓ ଚିତ୍ରକୋଣ୍ଡା : ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ।
ମାଲକାନଗିରି ,୦୯/୦୫(ପିପିଟି) :ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତର ଏମପିଭି- ୮୨ ଗ୍ରାମରେ ଆଜି ମାଲକାନଗିରି ବିଧାୟକ ପାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀଙ୍କ ପାଇଁ ନିର୍ବାଚନୀ…
Read More...
Read More...
ନବୀନଙ୍କ ପାଇଁ ହିଞ୍ଜିଳିରେ ପାଣ୍ଡିଆନଙ୍କ ପ୍ରଚାର ,ନବୀନ ଓ ସାଂସଦ ପ୍ରାର୍ଥୀନୀଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ…
ହିଞ୍ଜିଳିକାଟୁ୦୭/୦୫(ପିପିଟି ) : ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ଚଳିତ ମାସ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୨ୟ ପର୍ଯ୍ୟାୟ ମତଦାନ ସକାଶେ ଆହୁରି ୧୨ ଦିନ ବାକି ରହିଛି । ଅଦ୍ୟାବଧି…
Read More...
Read More...
ଓଡ଼ିଶା ବିକାଶରେ ବାଧକ ସାଜିଛନ୍ତି ବିରୋଧୀ ; ପଣ୍ଡିଆନଙ୍କ ସଭାରେ ଜନ ସମୁଦ୍ର ।
ଭଞ୍ଜନଗର, ୦୩/୦୫(ପିପିଟି):ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଆଜି ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଲୋକରଣ୍ୟ ହୋଇ ଉଠିଥିଲା।ଆସନ୍ତା ୨୦ତାରିଖରେ ହେବାକୁ ଥିବା ନିର୍ବାଚନରେ ଭଞ୍ଜନଗର…
Read More...
Read More...
ଶେଷ ଦିନରେ ନାମାଙ୍କନ ଭରିଲେ ବିକ୍ରମ ଆରୁଖ ।
ଭଞ୍ଜନଗର, ୦୩/୦୫ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଥିବା ବେଳେ ଆଜି ଥିଲା ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ।ଏହି ଅବସରରେ ଭଞ୍ଜନଗର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ତଥା…
Read More...
Read More...