Browsing Category

ରାଜ୍ୟ ଖବର

୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍ : ଆଇଏମ୍‌ଡି ।

ଭୁବନେଶ୍ବର,୨୦/୧୦: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର…
Read More...

ଓ ଏ ଏସ ପରୀକ୍ଷାରେ ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ଆଣିଲେ ସବନମଶ୍ରୀ ଏବଂ ଜ୍ୟୋତିରଞ୍ଜନ ।

ସୁବର୍ଣ୍ଣପୁର ,୨୦/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପମାଲ ଗ୍ରାମର ସବନମଶ୍ରୀ ମେହେର ଓଡିଶା ପ୍ରଶାସନିକ ପରୀକ୍ଷାରେ ୪୪୯ ରେଙ୍କ ହାସଲ କରି ସଫଳତା ପାଇଛନ୍ତି l ସେ ଦ୍ଵିତୀୟ ପ୍ରଚେଷ୍ଟା ଏବଂ…
Read More...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିରୁ ୪ଜଣ ସଫଳ ।

.ମାଲକାନଗିରି ,୨୦/୧୦(ପିପିଟି) :ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଗର୍ବ ସାଉଁଟିଛନ୍ତି ବଣ୍ଡାଜାତିର ଝିଅ ବିନି ମୁଦୁଲି । ପ୍ରଥମ ବଣ୍ଡାଜନଜାତି ଭାବେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ…
Read More...

ଭଞ୍ଜନଗର ପାଇଁ ଗୌରବ ଆଣିଲେ ସୁନୀଲ ।

ଭଞ୍ଜନଗର,୧୯/୧୦(ପିପିଟି) : ସୁନୀଲ ସାଇ ଦେବାଶିଷ ଭଞ୍ଜନଗର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଓଡିଶା ଲୋକ ସେବା ଆୟୋଗର ଫଳାଫଳ ଆଜି ପ୍ରକାଶ ପାଇବା ପରେ ଭଞ୍ଜନଗର ସହରର ଖୁସିର ଲହରୀ ଖେଳିଯାଇଛି। ବହୁ ପରିଶ୍ରମ…
Read More...

ଯାଜପୁର ଠାରେ ରାଜ୍ୟ ଦକ୍ଷତା ବିକାଶ ତଥା ନିୟୋଜନ ନିର୍ଦ୍ଦେଶିକା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡ଼ିଶା…

ଯାଜପୁର,୧୯/୧୦(ପିପିଟି) : ରାଜ୍ୟ ଦକ୍ଷତା ବିକାଶ ତଥା ନିୟୋଜନ ନିର୍ଦ୍ଦେଶିକା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ କର୍ତ୍ତୃପକ୍ଷ ତଥା ଯାଜପୁର ଜିଲ୍ଲାର ନୋଡାଲ ଅଧିକାରୀ ରଶ୍ମିତା…
Read More...

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ।

ଭୁବନେଶ୍ୱର,୧୯/୧୦(ପିପିଟି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାର ର ୮୧ ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ଆଦର୍ଶରେ ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’…
Read More...

କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅବସରରେ ବହୁଭାସି କବିତା…

ସୁବର୍ଣ୍ଣପୁର ,୧୮/୧୦(ପିପିଟି):ସ୍ବର୍ଗତ କଳାକାହ୍ନୁ ମିଶ୍ର ସ୍ମୃତି ସଂସଦ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ,ଖଣ୍ଡହତା ର ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ କବିତା ପାଠ କବି ଡ.ଆର୍ତ୍ତତ୍ରାଣ…
Read More...

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ବିଭାଗୀୟ ସମୀକ୍ଷା…

ଯାଜପୁର,୧୮/୧୦(ପିପିଟି): ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
Read More...

ବିଛିନ୍ନାଞ୍ଚଳବାସୀ ଓଡ଼ିଆ ସଂସ୍କୃତିର ନିଷ୍ଠାପର ସେବକ: ମହାସଚିବ ରୋଶନ ।

ବ୍ରହ୍ମପୁର,୧୫/୧୦(ପିପିଟି): ଆମ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଛିନ୍ନାଞ୍ଚଳରେ ଆଜି ବି ଓଡ଼ିଆ ସଂସ୍କୃତି ବଞ୍ଚି ରହିଛି । ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ଅନ୍ତର୍ଗତ ଜଳନ୍ତର ଜିଲୁଣ୍ଡା ଠାରେ ପବିତ୍ର…
Read More...

ଜାଲ୍ ସାର୍ଟିଫିକେଟ ତଦନ୍ତ ଆଳରେ ସୁରକ୍ଷା, ଶିକ୍ଷାଧିକାରୀଙ୍କ କାର୍ଯ୍ଯକଳାପ ସନ୍ଦେହ ଘେରରେ ।

ବ୍ରହ୍ମପୁର,୧୫/୧୦(ପିପିଟି): ଜାଲ୍ ସାର୍ଟିଫିକେଟ କ୍ରୟ ଓ ବିକ୍ରୟର ପେଣ୍ଠସ୍ଥଳୀ ଗଞ୍ଜାମ ଜିଲ୍ଲା । ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଓ ଫରୱାର୍ଡ ବ୍ଲକ ପକ୍ଷରୁ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୦୦ରୁ…
Read More...