Browsing Category

ରାଜ୍ୟ ଖବର

ମହାନ୍ ସଂଘ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ. ମନମୋହନ ସିଂଙ୍କ ଶୋକ ସଭା ।

ବ୍ରହ୍ମପୁର,୨୮/୧୨(ପିପିଟି):ଜଣେ ବିଶିଷ୍ଟ ଶିକ୍ଷାବିତ,ପ୍ରବୀଣ ଅର୍ଥନୀତିଜ୍ଞ,ସୁଶାସକ, ସରଳ ମଣିଷ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ,ଗତ କାଲି ରାତ୍ର ତାଙ୍କରି ବିୟୋଗରେ ସାରା ଦେଶ ମର୍ମାହତ। ଭାରତ ସହ,…
Read More...

ଗୁମୁରୀ ଗୁମୁରୀ କାନ୍ଦୁଛି ଚାଷୀକୂଳ ।

ବୋଲଗଡ଼,୨୭/୧୨(ପିପିଟି):ବିଲରେ ଭାସୁଛି ପାଚିଲା ଧାନ, କାନ୍ଦୁଛି ଚାଷୀ କିନ୍ତୁ କାନ୍ଦିବାର ଶଦ୍ଦସୁଭୁନାହିଁ କି ଆଖିରୁ ଲୁହ ବି ଝରୁ ନାହିଁ। କିନ୍ତୁ ନୀରବ ଛାତିଫଟାଇ ଚିତ୍କାର କରୁଛି ଚାଷୀ ଏବଂ କାନ୍ଦୁଛି ଚାଷୀର ପରିବାର।…
Read More...

ବିଜେଡ଼ି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷ ଓ ୩ ସମିତିସଭ୍ୟ ।

ଭଞ୍ଜନଗର, ୨୬/୧୨(ପିପିଟି) : ଗତ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଦିନକୁ ଦିନ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ହ୍ରାସ ପାଇବାରେ ଲାଗିଛି।ଆଜି ରାଜ୍ୟରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ପାଳନ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଭଞ୍ଜନଗର ଗସ୍ତ; ଶିଶୁ ମନ୍ଦିରରେ ଅତିଶୀଘ୍ର +୨ଶ୍ରେଣୀ ଖୋଲିବ ।

ଭଞ୍ଜନଗର, ୨୬/୧୨(ପିପିଟି) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ଭଞ୍ଜନଗର ଗସ୍ତରେ ଆସି ବନବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ପରେ ସେଠାରୁ ଡ଼ିହ ପଢାଳ ଠାରେ ଥିବା ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରକୁ…
Read More...

ଗାଙ୍ଗପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ;ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ।

ବେଲଗୁଣ୍ଠା,୨୬/୧୨(ପିପିଟି) : ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଭଞ୍ଜନଗର ଏବଂ ସୋରଡ଼ା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ସୋରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ…
Read More...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଇଂରାଜୀ ନୂତନ ବର୍ଷ ୨୦୨୫ର ଡେସ୍କ୍ କ୍ୟାଲେଣ୍ଡର୍ ଓ ୱାଲ୍ କ୍ୟାଲେଣ୍ଡର୍…

ଭୁବନେଶ୍ୱର,୨୬/୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ…
Read More...

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ।

ଯାଜପୁର,୨୫/୧୨(ପିପିଟି): ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶହତମ ଜନ୍ମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ସୁଶାସନ ଦିବସ…
Read More...

କୃଷି ଓ ରାଜସ୍ବ ବିଭାଗର ମିଳିତ କ୍ଷୟକ୍ଷତି ଆକଳନ।

ବୋଲଗଡ଼,୨୫/୧୨(ପିପିଟି)ବୋଲଗଡ଼ ବ୍ଲକର ପ୍ରାୟ ସମସ୍ତ ଚାଷ ବିଲରେ ଲଘୁଚାପ ଜନିତ ତିନିଦିନିଆ ଲଗାଣ ବର୍ଷା କାରଣରୁ କଟା ହୋଇ ଜମିରେ ପଡ଼ିଥିବା ଧାନ କିମ୍ବା ବିଡ଼ା ବନ୍ଧା ହୋଇ ଗଦା ଧାନ ଓଦା ହୋଇ ନଷ୍ଟ ହୋଇ ଯାଇଛି।ତେବେ ଏହି…
Read More...

ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୨୧/୧୨: ଭଦ୍ରକ ଜିଲ୍ଲା ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୪ ହଜାର ୩୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ ହେବ। ଏହାସହ…
Read More...