Browsing Category

ରାଜ୍ୟ ଖବର

ପିପଳପଙ୍କା ଡ୍ୟାମ୍ ନିର୍ମାଣ ବାତିଲ ଦାବିରେ କୃଷକ ଓ ବୁଦ୍ଧିଜୀବିଙ୍କ ଗଣଧାରଣା ।

ବ୍ରହ୍ମପୁର,୦୬/୦୨(ପିପିଟି): ରାଜ୍ୟର ଡ଼ବଲ ଇଞ୍ଜିନ୍ ସରକାର ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ଡ୍ୟାମ୍ ନିର୍ମାଣ କରିବାକୁ…
Read More...

ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ଉପ ନିର୍ଦେଶକ ଓ ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

ମାଲକାନଗିରି,୦୫/୦୨(ପିପିଟି) :ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପ ନିର୍ଦେଶକ ତଥା ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ କୁମାର ମହାପାତ୍ରଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନସ୍ ଚଢଉ କରିଛି।…
Read More...

ପୂର୍ବତନ ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ପାଳିତ।

କବିସୂର୍ଯ୍ୟ ନଗର,୦୫/୦୨(ପିପିଟି): ପୂର୍ବତନ ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ପଥରା ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସଭାପତିତ୍ବ ସ୍ମୃତି ସଭାରେ…
Read More...

ଜାଲ ସାର୍ଟିଫିକେଟ ଦେଇ ଚାକିରି,ଶିକ୍ଷକ ବହିଷ୍କୃତ।

ବ୍ରହ୍ମପୁର,୦୫/୦୨(ପିପିଟି): ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଶିକ୍ଷକ। ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ସିନ୍ଧୁଗୁଡା ୟୁପିଏସ ର ଶିକ୍ଷକ ପ୍ରମୋଦ କୁମାର ବିଷୋୟୀ ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି…
Read More...

ମଣିପାଲ ହସ୍ପିଟାଲ ଭୁବନେଶ୍ୱର ହୃଦ୍‌ରୋଗ,ସ୍ନାୟୁରୋଗ ଏବଂ କ୍ୟାନସର ଡାକ୍ତର ମାନେ ଟାଟା ଷ୍ଟିଲ୍ ମେଡିକାରେ ଆରମ୍ଭ କଲେ…

ଯାଜପୁର,୦୩/୦୨(ପିପିଟି):ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ଖୁସୀ ଖବର । କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିଲା ମଣିପାଲ ହସ୍ପିଟାଲ ଭୁବନେଶ୍ୱର । ପ୍ରାରମ୍ଭିକ ଷ୍ଟେଜ୍‌ରେ ମଣିପାଲ…
Read More...

ଭଞ୍ଜ ଜ୍ୟୋତି ସମ୍ମାନ ପାଇଲେ ଭଞ୍ଜନଗର ବିଧାୟକ।

ଭଞ୍ଜନଗର, ୦୩/୦୨(ପିପିଟି) :ଭାରତର ଯେଉଁ କେତୋଟି ସାରସ୍ଵତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ବତ ପୀଠ ଭଞ୍ଜନଗର ସହରର ନାଭି କେନ୍ଦ୍ରରେ ଅବସ୍ଥିତ ଭଞ୍ଜ ସାହିତ୍ୟ ପରିଷଦରେ କବିସମ୍ରାଟ…
Read More...

ଏକ ପ୍ରବଞ୍ଚନା ପୂର୍ଣ୍ଣ କେନ୍ଦ୍ର ବଜେଟ୍ ୨୦୨୫-୨୬ ।

ବ୍ରହ୍ମପୁର,୦୧/୦୨(ପିପିଟି): ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟରେ ଦେଶର ଚାଷୀ/ଶ୍ରମିକଙ୍କ ପାଇଁ କୌଣସି ଆଶ୍ୱସ୍ତି ନାହିଁ, କେବଳ ଦିଲ୍ଲୀ ନିର୍ବାଚନକୁ ଆଖିରେ ରଖି ସରକାର…
Read More...

କେନ୍ଦ୍ର ବଜେଟ – ୨୦୨୫-୨୬ ଜନ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ: ଫରୱାର୍ଡ଼ ବ୍ଲକ ।

ଭୁବନେଶ୍ୱର,୦୧/୦୨(ପିପିଟି): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ- ୨୦୨୫-୨୬ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ,କର୍ପୋରେଟ ସପକ୍ଷବାଦୀ ଓ ଅନ୍ତସାରଶୂନ୍ୟ ବଜେଟ ବୋଲି ନେତାଜୀ ସୁଭାଷଙ୍କ…
Read More...

ଘରଚଟିଆ ସେବିକା ଦୀପାଙ୍କୁ ଦିଲ୍ଲୀ ନିମନ୍ତ୍ରିତ ।

ମାଲକାନଗିରି,୨୯/୦୧(ପିପିଟି) :ଦିଲ୍ଲୀରେ ଆୟୋଜିତ ୭୬ତମ ଗଣତନ୍ତ୍ର ଦିବସ ଉତ୍ସବରେ ଜଙ୍ଗଲ ଓ ବନ୍ୟଜୀବ ସୁରକ୍ଷା ସମ୍ପର୍କିତ ସେବକସେବିକାମାନଙ୍କୁ ବିଶେଷ ଅତିଥି ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରାଥିଲା ବେଳେ ମାଲକାନଗିରି…
Read More...

ସୁଧାଂଶୁ ଶେଖର ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

ବ୍ରହ୍ମପୁର,୨୫/୦୧(ପିପିଟି):ବହୁ ଜନ ଆନ୍ଦୋଳନର ନେତା ସୁଧାଂଶୁ ଶେଖର ପଣ୍ଡାଙ୍କ ଜାନୁୟାରୀ ୧ ତାରିଖ ମଧ୍ଯରାତ୍ରରେ ଦେହାନ୍ତ ହୋଇ ଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଛାତ୍ର ଜୀବନରୁ କମ୍ଯୁନିଜମ୍…
Read More...