Browsing Category

ରାଜ୍ୟ ଖବର

କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଭୂବନେଶ୍ବର ,୩୦/୦୩:୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ…
Read More...

ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ ଏବଂ ୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ…

ଭୁବନେଶ୍ବର,୨୯/୦୩(ପିପିଟି):ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଉପଲକ୍ଷେ ଓଡ଼ିଶାର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ୪ ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ରାଜଭବନ ରେ ସାକ୍ଷାତ କରି…
Read More...

କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବନ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିବା ଘଟଣା ସଂସଦୀୟ ଗଣତାନ୍ତ୍ରିକ…

ଭୁବନେଶ୍ୱର,୨୬/୦୩(ପିପିଟି) : ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଛି। ଚୋରି, ତସ୍କରୀ, ରାହାଜାନି, ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ନାରୀ ଓ ଶିଶୁ ନିର୍ଯାତନା ଓ ହତ୍ୟା ପ୍ରତିଦିନ ଗଣମାଧ୍ୟମର…
Read More...

ପିପଳପଙ୍କାରେ ପ୍ରସ୍ତାବିତ ଡ଼୍ୟାମ୍ ଓ ଅବାଧ ବାଲି ଖନନ ବିରୁଦ୍ଧରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଦଶ ଦିନିଆ…

ବ୍ରହ୍ମପୁର,୨୫/୦୩(ପିପିଟି): ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଋଷିକୂଲ୍ୟା ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ତରଫରୁ ଗତ ୧୬ ତାରିଖରୁ ପିପଳପଙ୍କା ଠାରୁ ଆରମ୍ଭ ହୋଇଥିବା ଦଶ ଦିନିଆ ପଦଯାତ୍ରା ଆଜି (ମାର୍ଚ୍ଚ ୨୫) ନଦୀର ମୁହାଣ…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ ।

ବ୍ରହ୍ମପୁର,୨୩/୦୩(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଷିର୍କ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ…
Read More...

ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଆଜାଦ୍ ହିନ୍ଦ ବାହିନୀ ଓଡ଼ିଶା ପକ୍ଷରୁ ୧୦ ଅପ୍ରେଲରେ ଦିଲ୍ଲୀ ଚଲୋ ଅଭିଯାନ ।

ଭୁବନେଶ୍ୱର,୨୨/୦୩ : କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ (୧) ଓଡ଼ିଶାରେ ଥିବା "ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା ଅଧୀନରେ ଥିବା ୱାଲ୍‌ଟିଅର ରେଳ ଡିଭିଜନକୁ ଭାଙ୍ଗି…
Read More...

ଧାମରାରେ ଅଲିଭ ରିଡଲେକଇଁଛ ଏବଂ ଡ଼ଲଫିନ ସୁରକ୍ଷା ପାଇଁ ସମୁଦ୍ର ମୁହାଣରେ ସଚେତନତା ଶିବିର।

ଧାମରା,୨୧/୦୩ : ବିଶ୍ୱରେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଏବଂ ବିରଳ ପ୍ରଜାତି ର ବଟଲ ନୋଜ ଇର ୱାଡି ଡ଼ଲଫିନ ମାନଙ୍କ ସୁରକ୍ଷା ଏବଂ ଉପକୁଳ ସମୁଦ୍ର ତଟ ର ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ଭଦ୍ରକ ଏ ସିଏଫ ସୁମିତ…
Read More...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା ।

ମାଲକାନଗିରି, ୨୦/୦୩(ପିପିଟି) :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା…
Read More...

ଆଜି ପଖାଳ ଦିବସ ରେ କୁଡିଆଘର ଠାରୁ ହୋଟେଲ ପର୍ଯ୍ୟନ୍ତ ଜମିଛି ପଖାଳ ଆସର।

ବୋଲଗଡ଼,୨୦/୦୩(ପିପିଟି):ଓଡିଆଙ୍କ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୂରାତନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ଆମ ଓଡ଼ିଶା ର ଗ୍ରାମାଞ୍ଚଳରେ ଶୀତଦିନେ ପଖାଳ ଖାଇବା ନିଆରା ଅଟେ,…
Read More...