Browsing Category

ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ ଘୋଷଣା,ଉଠା ଦୋକାନୀଙ୍କୁ ୩ହଜାର, ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ଯ ।

ଭୁବନେଶ୍ୱର,(ପିପିଟି ନ୍ଯୁଜ୍)୨୮/୦୩ ପୁଣି ଥରେ ରାଜ୍ୟବାସୀଙ୍କ ପାଇଁ ହାତ ଖୋଲିଲେ ରାଜ୍ୟସରକାର । ସାରା ରାଜ୍ୟରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଥିବା ଗରିବମାନଙ୍କ…
Read More...

ଗଞ୍ଜାମରେ ୭ଦିନରେ କାର୍ଯ୍ଯକ୍ଷମ ହେବ କୋଭିଡ୍ – ୧୯ ହସ୍ପିଟାଲ

ଛତ୍ରପୁର,(ପିପିଟି ନ୍ଯୁଜ୍ଗ)୨୮/୦୩-ଞ୍ଜାମ ଜିଲାରେ ଥିବା ଟାଟା ମେମୋରିଆଲ ହସ୍ପିଟାଲକୁ କୋଭିଡ -୧୯ ହସ୍ପିଟାଲରେ ପରିଣତ କରାଯିବ। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ରାଜ୍ୟ ସରକାର ୨ଟି ଘରୋଇ ହସ୍ପିଟାଲରେ…
Read More...

ପୋଲିସ୍ ଓ ଗଣମାଧ୍ୟମ ପାଇଁ ତୁରନ୍ତ ବୀମା ଘୋଷଣା ହେଉ ।

ଭୁବନେଶ୍ବର (ପିପିଟି ନ୍ଯୁଜ୍)୨୮/୦୩ କରୋନା ମୁକାବିଲା କ୍ଷେତ୍ରରେ ପ୍ରମୁଖ ସାରଥି ସାଜିଥିବା କର୍ତ୍ତବ୍ୟରତ ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ବୀମା ଘୋଷଣା କରନ୍ତୁ । କେନ୍ଦ୍ର…
Read More...

ସାମାଜିକ ଦୂରତ୍ବ ନମାନିବାରୁ ୫ଜଣ ଦଣ୍ଡୁଆଙ୍କୁ ହିଞ୍ଜଳିକାଟୁ ପୋଲିସ୍ ଗିରଫ କଲା ।

ହିଞ୍ଜଳିକାଟୁ,(ପିପିଟି ନ୍ଯୁଜ୍)୨୭/୦୩ ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ଆଲପୁର ଠାରେ ଦଣ୍ଡ ନାଚ ଚାଲିଥିବା ସଂପର୍କରେ ହିଞ୍ଜଳିକାଟୁ ତହସିଲଦାରଙ୍କ ନିକଟରେ ଖବର ପହଞ୍ଚିଥିଲା ।କୋଭିଡ୍ -୧୯ ପାଇଁ ସାରା ଦେଶରେ ସାମାଜିକ…
Read More...

ଯୁବକ ସଂଘ ତରଫରୁ ମାଗଣାରେ ରନ୍ଧନ ଖାଦ୍ୟ ବଣ୍ଟନ ।

ପୋଲସରା,(ପିପିଟି ନ୍ଯୁଜ୍)୨୭/୦୩ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି ।ଏହି ଭଳି ଘଡିସନ୍ଧି ମୂହୁର୍ତ୍ତ ଗମନାଗମନ, ହୋଟେଲ ,ମନ୍ଦିର ଓ ଆହାର କେନ୍ଦ୍ର ମଧ୍ୟ ବନ୍ଦ…
Read More...

ତିନିଟି ବ୍ଯାଙ୍କରେ ରହିଲା ଶ୍ରୀଜଗନ୍ନାଥଙ୍କ ପାଣ୍ଠି ।

ପୁରୀ,(ପିପିଟି ନ୍ଯୁଜ୍)୨୭/୦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜତୀୟକରଣ ବ୍ଯାଙ୍କକୁ ଫେରିଛି ।ଏଥିପାଇଁ ଡକାଯାଇଥିବା ଖୋଲା ଟେଣ୍ଡର ପ୍ରକ୍ରିୟା ଗୁରୁବାର ଦିନ ଚୁଡାନ୍ତ ହୋଇ ଫେରିଥିବା ମୋଟ ୩୯୭ କୋଟି ଟଙ୍କାରୁ ସରକାରଙ୍କ…
Read More...

ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୨୦୫ ଜଣଙ୍କ ମାମଲା

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୭/୦୩-ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ ନିୟମ ଉଲ୍ଲଂଘନକାରୀଙ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗୁରୁବାର ସୁଦ୍ଧା ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୯୫ଟି ମାମଲାରେ ୧୯୫ଜଣଙ୍କ ବିରୋଧ…
Read More...

ଲକ୍ ଓପନ୍ ସାଥିରେ ଲକ୍ ଡାଉନ୍ ର ମାନେ କଣ ?

ପଦ୍ମପୁର(ପିପିଟି ନ୍ଯୁଜ୍)୨୭/୦୩ :- କରୋନା ଭୂତାଣୁ ଦାଉରୁ ସାରା ଭାରତ ବର୍ଷ ତଥା ଓଡିଶା ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଲକ୍ ଡାଉନ୍ ଘୋଷଣା ଗ୍ରାମାଂଚଳ ରେ ତାହା ଲକ୍ ଓପନ୍ ହୋଇଛିା ଯାହାର କି ଉଦାହରଣ ବୋଲି…
Read More...

ଲକ୍ ଡାଉନ ସମୟରେ ଚକ୍କର କାଟିଲେ ବାଇକ୍ ସହିତ ମୋବାଇଲ୍ ଜବତ ହେବ

ଛତ୍ରପୁର,(ପିପିଟି ନ୍ଯୁଜ୍)୨୬/୦୩-କରୋନା କୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ କୁ ଯେଉଁମାନେ ଉଲ୍ଲଘଂନ କରି ରାସ୍ତାରେ ଚକ୍କର କାଟିବେ ସେମାନଙ୍କ ବାଇକ୍ ସହିତ ମୋବାଇଲ୍ ମଧ୍ୟ ଜବତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ…
Read More...

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ କଣ୍ଟ୍ରୋଲ ରୁମ ଖୋଲିଲା

ଭୁବନେଶ୍ବର (ପିପିଟି ନ୍ଯୁଜ୍)୨୬/୦୩- ଓଡିଶା ସରକାର କୋଭିଡ୍ -୧୯ କୁ ନଜରରେ ରଖି ରାଜ୍ୟ ବାହାରେ ଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲିବା ସହ ଅମିତାଭ ଠାକୁର୍,ଆଇପିଏସ୍ , ଆଇ.ଜି.ପୋଲିସ୍…
Read More...