Browsing Category

ରାଜ୍ୟ ଖବର

ଆଇପିସି ଚର୍ଚ୍ଚ ପକ୍ଷରୁ ଶହେରୁ ଊର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

କୋରାପୁଟ,(ପିପିଟି ନ୍ୟୁଜ୍)୨୦/୦୫, କରୋନା ଯୋଗୁଁ ଲକ୍ ଡାଉନ ହୋଇ ଥିବାରୁ ଗ୍ରାମାଞ୍ଚଳର ଲୋକମାନେ କାମଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର
Read More...

ରାଜସୁନାଖଳା ରେ କରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ ଅର୍ଣ୍ଣର ।

ବୋଲଗଡ ,(ପିପିଟି ନ୍ଯୁଜ୍)୧୯/୦୫,ଜଣେ କରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ ଅର୍ଣ୍ଣର।ଡ୍ୟୁଟି ସମୟ ରେ ଟଳି ପଡ଼ିଥିଲେ ଏହି ଯୋଦ୍ଧା ଜଣକ ।ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ହେଲେ ସାଥ ଦେଲାନି ଭାଗ୍ୟ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ ଛୁଇଁଲା ।

ଭୁବନେଶ୍ଵର ,(ପିପିଟି)୧୯/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୦୭ରେ ରହିଛି ।ନୂତନ ଆକ୍ରାନ୍ତ ୧୦୨ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୦୦୩୦୨ ଜଣଙ୍କ ଟେଷ୍ଟ ସରିଛି । ସେଥି
Read More...

ବିଜୟୱାଡାରୁ ଭଞ୍ଜନଗର ସାଇକେଲ ରେ ଆସିଲେ ୧୭ ପ୍ରବାସୀ ଓଡିଆ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୮/୦୫, କୋରନା ବଦଳାଇ ଦେଇଛି ଜୀବନର ଗତିପଥ। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡିଆମାନେ କିଏ ଟ୍ରେନ ଓ ବସ ଯୋଗେ ଆସୁଛନ୍ତି ତ କିଏ ସାଇକେଲ ରେ ଓ ଚାଲିଚାଲି ନିଜ ନିଜର
Read More...

କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ୨୫ହଜାର ଟଙ୍କା ସହାୟତା ପ୍ରଦାନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୮/୦, ସର୍ବଦା ଅନ୍ୟମାନଙ୍କ ସୁଖ ଦୁଃଖରେ ସାଥ ଦେଇ ଆସିଥିବା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ଆଜି ୧୦ଜଣିଆ କଂଗ୍ରେସ ଟିମକୁ ନେଇ ଭଞ୍ଜନଗର ନିକଟ ବାରୁଡ଼ା ଗ୍ରାମରେ
Read More...

ବିଧାୟିକାଙ୍କ ସଙ୍ଗରୋଧ ଗୃହ ପରିଦର୍ଶନ,ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା ।

କୋଦଳା,(ପିପିଟି ନ୍ଯୁଜ୍)୧୮/୦୫,କବିସୂର୍ଯ୍ୟ ନାଗର ବିଧାୟିକା ଲତିକା ପ୍ରଧାନ ସୋମବାର ଦିନ ବେଗୁନିଆପଡା ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହ ବୁଲି ଦେଖିଥିଲେ।ଏହି ବ୍ଲକର ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର, ଏସ.ଛଚିନା ,ବୁରୁଝରି,
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଛୁଇଁଲା, ରାଜ୍ୟରେ ୫ ମୃତ ନୁହେଁ ୪ ।

ଭୁବନେଶ୍ଵର ,(ପିପିଟି)୧୮/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୦୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୯୫୭୬୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ 
Read More...

କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମାନଙ୍କୁ ସମ୍ମାନୀତ କରାଗଲା ।

ଜଗତସିଂହପୁର (ପିପିଟି ନ୍ଯୁଜ୍)ତା୧୭/୦୫, କରୋନା ମହାମାରୀ, ବାତ୍ୟା, ବନ୍ୟା, ମରୁଡି ଭଳି ଅଗଣିତ ପ୍ରାକୃତିକ ବିପର୍ଯୟକୁ ସାମ୍ନା କରି ସମସ୍ତ ଅନୁକୂଳ ଓ ପ୍ରତିକୂଳ ସମୟ ଓ ପରିସ୍ଥିତିରେ ନିଜ ଲହୁକୁ ଝାଳ ରେ ପରିଣତ
Read More...

କରୋନା ମହାମାରୀ ରୋକିବାରେ କାନ୍ଦରପୁରରେ ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ ।

କଟକ,ତା- ୧୭/୦୫ ,ସରସ୍ବତୀ କଳା ପରିଷଦ,କନ୍ଦରପୁର ଏବଂ ଉତ୍କଳ ବିକାଶ ପରିଷଦ,କଟକ ସଦର ମିଳିତ ଆନୁକୂଲ୍ୟରେ କନ୍ଦରପୁର ବଜାର,ଥାନା,ବ୍ୟାଙ୍କ,ଗାଡି ଶୋରୁମ ଅନ୍ୟାନ୍ୟ ସମସ୍ତ ଦୋକାନକୁ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୨୮ ଛୁଇଁଲା , ଗଞ୍ଜାମରୁ ୩ ସହ ରାଜ୍ୟରେ ୫ ମୃତ ।

ଭୁବନେଶ୍ଵର ,(ପିପିଟି)୧୭/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୯୨ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୯୧୨୨୩ ଜଣଙ୍କ ଟେଷ୍ଟ ସରିଛି । ସେଥି
Read More...