Browsing Category
ରାଜ୍ୟ ଖବର
ବାଲିଗୁଡା ଠାରୁ ସାଡିଙ୍ଗିଆ ରାସ୍ତା ଅବସ୍ଥା ଅତି ଶୋଚନୀୟ: ପୋଲ ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ,ଦୁର୍ଘଟଣା ଆଶଙ୍କା ।
ବାଲିଗୁଡ଼ା,୨୯/୧୧(ପିପିଟି) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି । ସେଥି ମଧ୍ୟରେ ରାସ୍ତା ଘାଟ ସମସ୍ୟା ନ କହିବା…
Read More...
Read More...
ଏନ୍ଏସି କାର୍ଯ୍ୟାଳୟରେ ଟେଣ୍ଡେର ଜାଲିଆତି ଉଦ୍ୟମ,ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ।
ବେଗୁନିଆପଡା,୨୯/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ପରିସରରେ ସାମ୍ବାଦିକ ତଥା କାଉଁସିଲର ଭଗବାନ ପାଢ଼ୀଙ୍କୁ ଆକ୍ରମଣ । ଶ୍ରୀ ପାଢୀ କହିବା ପ୍ରକାରେ କୋଦଳା ଏନ୍ଏସି ରେ ଗତକାଲି ୧୧ ଟି କାମର ଟେଣ୍ଡେର ବାହାରିଥିବା…
Read More...
Read More...
ସମ୍ଵିଧାନକୁ ସାକ୍ଷୀ ରଖି ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ ।
ବ୍ରହ୍ମପୁର,୨୮/୧୧(ପିପିଟି): ସମ୍ଵିଧାନକୁ ସାକ୍ଷୀ ରଖି ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଡଃ ବିଧୁପ୍ରଭା ରଥଙ୍କ କନ୍ୟା ପ୍ରୀତିପନ୍ନାଙ୍କର ଆନ୍ଧ୍ର ପ୍ରଦେଶ କାକିନାଡା ନିବାସୀ ବି. ନାଗଗୌରୀଙ୍କ ଜ୍ୟେଷ୍ଠ ପୁତ୍ର ଭାନୁ ତେଜାଙ୍କ…
Read More...
Read More...
ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ତଦନ୍ତ ପାଇଁ ଭଞ୍ଜନଗରରେ ସିବିଆଇ ଟିମ ।
ଭଞ୍ଜନଗର, ୨୮/୧୧(ପିପିଟି):ବହୁ ଚର୍ଚ୍ଚିତ ଏସଆଇ ପରୀକ୍ଷାରେ ଜାଲିଆତି ଅଭିଯୋଗକୁ ନେଇ ସାରା ରାଜ୍ୟରେ ହଇଛଇ ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି।ଏହି ଘଟଣାରେ ସିବିଆଇ ଦାୟିତ୍ୱ ନେବା ପରେ ତଦନ୍ତ…
Read More...
Read More...
କଳାବ୍ୟାଚ ପରିଧାନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ : ୧୩ ଦଫା ଦାବିରେ ଆନ୍ଦୋଳନ ।
ବାଲିଗୁଡ଼ା, ୨୭/୧୧(ପିପିଟି): ରାଜ୍ୟବ୍ୟାପୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ୧୩ ଦଫା ଦାବିରେ ଆନ୍ଦୋଳନ ଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ…
Read More...
Read More...
ମୋଦି ସରକାରଙ୍କ କୣଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ।
ବ୍ରହ୍ମପୁର,୨୬/୧୧(ପିପିଟି): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ କୣଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଜି କୣଷକ ଓ ଶ୍ରମିକ ସଂଗଠନମାନେ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରିଛନ୍ତି । ଦେଶର କୣଷକ ସଂଗଠନମାନଙ୍କ…
Read More...
Read More...
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ।
ମାଲକାନଗିରି, ୨୫/୧୧(ପିପିଟି):ଖରିଫ ବର୍ଷ ୨୦୨୫-୨୬ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଯେପରି…
Read More...
Read More...
Union Minster Dharmendra Pradhan.“The architect of Bihar’s victory; Bjp Leader Pulin.
New Delhi/Jajpur,23/11; Union education minister Dharmendra Pradhan, credited as a key strategist behind the NDA’s emphatic win in the Bihar assembly elections Said Bjp Kishan morcha…
Read More...
Read More...
All eligible farmers must get PM Kisan Yojana benefits: Pulin Puhan.
New Delhi/Jajpur(22/11) : Odisha State Kishan Morcha Vise president Pulin puhan on Saturdat urged officials to ensure that no eligible farmer of the state is deprived of the benefit of…
Read More...
Read More...
ହ୍ୟୁମାନ ସାଗର ଘଟଣାରେ ,ମାନବିକ ଅଧିକାର କମିଶନ ଆଶ୍ରୟ ନେଲା “ଉତ୍କଳୀୟମ୍ ଫାଉଣ୍ଡେସନ” ।
ଖୋର୍ଦ୍ଧା,୨୨/୧୧(ପିପିଟି):ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ଆଶାଳିନ…
Read More...
Read More...