Browsing Category
ରାଜ୍ୟ ଖବର
ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପରଲୋକ।
ଭୁବନେଶ୍ବର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ…
Read More...
Read More...
ଓଡିଶା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା।
ଭୁବନେଶ୍ୱର : ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସ୍ୱରୂପ କୁମାର ଦାସ ବାଲେଶ୍ୱରର ପୂର୍ବତନ…
Read More...
Read More...
ରାଜ୍ୟରେ ସଂକ୍ରମିତ ସଂଖ୍ଯା ୨,୫୪,୬୬୨, ମୃତ୍ଯୁ ସଂଖ୍ଯା ୧,୦୪୦ ।
ଭୁବନେଶ୍ଵର,ତା-୧୨/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୩,୯୨୪ ମଧ୍ୟରୁ ୩୯,୫୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ…
Read More...
Read More...
ରାଜ୍ୟରେ ସଂକ୍ରମିତ ସଂଖ୍ଯା ୨,୫୨,୨୩୯, ମୃତ୍ଯୁ ସଂଖ୍ଯା ୧,୦୨୨
ଭୁବନେଶ୍ଵର,ତା-୧୧/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୩,୫୬୫ ମଧ୍ୟରୁ ୩୯,୦୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ…
Read More...
Read More...
କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ନିଷ୍ପତ୍ତି
ଭୁବନେଶ୍ବର : ଆଜି ନେତାଜୀ ଭବନ ପରିସରରେ ଆଗାମୀ ଦିନର କୃଷକ ଆନ୍ଦୋଳନ ର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଅନୁଷ୍ଠିତ ହୋଇଯାଇଛି ଅଲ ଇଣ୍ଡିଆ କୃଷକ ସଂଘର୍ଷ ସମନ୍ୱୟ ସମିତି ର ଓଡିଶା କମିଟି ବୈଠକ l ସାଥୀ ଜ୍ୟୋତି ରଞ୍ଜନ…
Read More...
Read More...
ଓଡିଶାରେ ମୃତ୍ଯୁ ସଂଖ୍ୟା ୧ ହଜାର ପାର,ନୂତନ ସଂକ୍ରମିତ ସଂଖ୍ଯା ୨,୮୫୪।
ଭୁବନେଶ୍ଵର,ତା-୧୦/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୩,୧୫୫ ମଧ୍ୟରୁ ୩୭,୮୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା!-->…
Read More...
Read More...
AND THE DREAM COMES TRUE.
Jajpur,10/10(PPT):With the great efforts of Jajpur MLA Pranab Prakash Das and Taraprasad Mishra, the Superintending Engineer of Cuttack Circle, Rs 70 crore has been set up for a!-->…
Read More...
Read More...
୧୨୦୦ ଦୋକାନରେ ମିଳିବ ଫାବିପିରାଭିର ଔଷଧ ।
ଭୁବନେଶ୍ବର; କରୋନାର ସଫଳ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫାବିପିରାଭିର ଔଷଧକୁ ବଜାରରେ ବ୍ଯାପକ ମାତ୍ରରେ ଉପଲବ୍ଧ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହାକୁ ନେଇ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ସବୁ!-->…
Read More...
Read More...
ଗଞ୍ଜାମ ଜିଲ୍ଲାପାଳଙ୍କ ଭଞ୍ଜନଗର ଗସ୍ତ: ସ୍ୱଚ୍ଛତାକୁ ଗୁରୁତ୍ୱ ।
ଭଞ୍ଜନଗର,୦୯/୧୦(ପିପିଟି); ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ ଦୋକାନ ସାମ୍ନାରେ ଅଳିଆ ଆବର୍ଜନା ଜମା ହୋଇଥିବା ଦେଖି କ୍ଷୁବ୍ଧ ହୋଇଥିଲେ। ବିଶେଷ କରି ଉଠା ଜଳଖିଆ ଦୋକାନୀ!-->…
Read More...
Read More...
ଓଡିଶାରେ ସଂକ୍ରାମିତ ସଂଖ୍ୟା ୨,୪୬,୮୩୯,ମୃତ ସଂଖ୍ୟା ୯୯୧ ।
ଭୁବନେଶ୍ଵର,ତା-୦୯/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୨,୭୬୨ ମଧ୍ୟରୁ ୩୭,୨୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା!-->…
Read More...
Read More...