Browsing Category

ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ମୋଟୁ ଆରଆଇ ।

ମାଲକାନଗିରି ,୦୨/୧୧(ପିପିଟି): ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ଓ ଲାଞ୍ଚ କାରବାର ଚରମ ସୀମାରେ। ବ୍ଳକ, ପଞ୍ଚାୟତରେ ପିସି କାରବାର ଏବଂ ତହସିଲ ,ଆରଆଇ କାର୍ଯ୍ୟାଳୟ ଗୁଡିକରେ ଲାଞ୍ଚ କାରବାର ସାଧାରଣ ଘଟଣା ହୋଇଗଲାଣି ।…
Read More...

ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,୦୨/୧୧:ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି…
Read More...

ଲାଞ୍ଚ ନେଇ ବୁଗୁଡା ଏନ୍ଏସି ଯନ୍ତ୍ରୀ ସାଗରିକା ମହାନ୍ତି ଭିଜିଲାନ୍ସ ଜାଲରେ।

ବ୍ରହ୍ମପୁର,୦୨/୧୧: କୋଠାର ଅନୁମୋଦନ ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଯନ୍ତ୍ରୀ ଜଣକ ହେଲେ…
Read More...

ଆଇପିଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ବର,୩୧/୧୦: ବରିଷ୍ଠ ୫ଜଣ ଆଇପିଏସ ମଧ୍ଯରେ ଅଦଳବଦଳ କରିଛନ୍ତି ରାଜ୍ଯ ସରକାର। ଗୃହ ବିଭାଗ ଦ୍ବରା ଜାରି ସଦ୍ଯ ନୋଟିଫିକେସନ ଅନୁସାରେ ଏମ୍ ଏମ୍ ପ୍ରସାଦ ହେଲେ ଜେଲ୍ ଡିଜି,ଅରୁଣ କୁମାର ରାୟ ହେଲେ ପ୍ରିଣ୍ଟିଙ୍ଗ ପ୍ରେସ…
Read More...

ଭଞ୍ଜନଗର ଅଞ୍ଚଳର ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ ଦାବି ।

ବ୍ରହ୍ମପୁର,୧୩/୧୦(ପିପିଟି):ଭଞ୍ଜନଗର ଅଞ୍ଚଳର ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଦାବି ଜଣାଇଛନ୍ତି। ଭଞ୍ଜନଗର ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂପର୍କେ ସୂଚନା ତଥ୍ଯ…
Read More...

ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଠି କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବ୍ରହ୍ମପୁର,୦୯/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଠି କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ…
Read More...

ଚିକିଟି ବ୍ଲକର ୪୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ।

ବ୍ରହ୍ମପୁର,୦୪/୧୦(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ…
Read More...

ରାସ୍ତାରେ ହାତଲେଖା ମାଓବାଦୀ ପୋଷ୍ଟର ।

ବାଲିଗୁଡା,୨୨୵୦୯ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅନ୍ତର୍ଗତ ଝିରିପାଣିଠାରୁ ରାୟଗଡା ଜିଲାର ଅମ୍ବାଦଳାକୁ ସଂଯୋଗ କରୁଥିବା ରାସ୍ତାର ବରଗୁଡ଼ା ଛକଠାରେ ଶୁକ୍ରବାର କିଛି…
Read More...

ଲାଞ୍ଚ ନେବାବେଳେ ଜିଆରଏସ ଭିଜିଲାନ୍ସ ହାତରେ ଧରାପଡିଲେ।

କଟକ,୨୨/୦୯ : ଛେଣ୍ଡିପଦା ଜିଆରଏସ୍ ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି।…
Read More...

ବିଜେଡିରୁ ଦୁଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବହିଷ୍କୃତ।

ଭୁବନେଶ୍ଵର,୨୧/୯: ଜନ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକଙ୍କୁ ବହିଷ୍କାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବହିଷ୍କୃତ କରାଯାଇଛି।…
Read More...