Browsing Category

ରାଜ୍ୟ ଖବର

ଆସ୍କା ଠାରେ ନିର୍ମିତ ହାଇଲେଭଲ୍ ସେତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ।

ଭୁବନେଶ୍ବର/ଆସ୍କା,୦୩/୦୪(ପିପିଟି);ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳବାସୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୃହତ ସେତୁର ଲୋକାର୍ପଣ କରିଛନ୍ତି। ଏଥିସହିତ ଭିତ୍ତିଭୂମି ବିକାଶ ଉପରେ ପ୍ରାଧାନ୍ୟ ଦେଇ ଚଳିତ…
Read More...

କନ୍ଧମାଳରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ : ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା କଲେ ।

କନ୍ଧମାଳ,୦୨/୦୪(ପିପିଟି); ଶୁକ୍ରବାର ଦିନ କନ୍ଧମାଳରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ୍ ପହଂଚି ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା…
Read More...

ଆସିକା ପୁଲିସ କବ୍ଜାରେ ମାଉଜର ବ୍ଯବସାୟୀ; ଗାଡି ସମେତ ଦୁଇଟି ମାଉଜର ଓ ୧୦ଟି ଗୁଳି ଜବତ।

ଆସିକା,୦୧/୦୪(ପିପିଟି); ଆସିକା ପୁଲିସ କବ୍ଜାରେ ମାଉଜର ବ୍ଯବସାୟୀ । ଘଟଣା ସଂପର୍କରେ ଜଣାପଡିଛି ଯେ ମାଉଜର ବ୍ଯବସାୟୀ ଅମୀର କୁମାର ଭୂୟାଁ(୪୦), ପିତା- ଚନ୍ଦ୍ରମଣି ଭୂୟାଁ, ଗ୍ରାମ- ଖଇରଫୁଟି,ଥାନା- ଗାଙ୍ଗପୁର, ଭୋର ୩ଟା…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୧,୩୧୧ମୃତ୍ୟୁ ସଂଖ୍ୟା ୧,୯୨୧ ।

ଭୁବନେଶ୍ବର ୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୯୪। କରୋନା ପଜିଟିଭ ସଂଖ୍ୟା ୩,୪୧,୩୧୧ ଚିହ୍ନଟ ହୋଇଛନ୍ତି ୩,୩୭,୦୯୧ଜଣ ସୁସ୍ଥ ହୋଇଥିବା ବେଳେ ୨୨୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କବିସୂର୍ଯ୍ଯ ନଗର ଥାନା ଅଧିକାରୀଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ।

କବିସୂର୍ଯ୍ଯନଗର,୦୧/୦୪(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ କବିସୂର୍ଯ୍ଯ ନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି। ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ…
Read More...

ଭିଜିଲାନ୍ସ ଜାଲରେ ଡାକ୍ତର ।

ବ୍ରହ୍ମପୁର,୩୧/୦୩(ପିପିଟି);କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶିଥ ନିଶାଙ୍କ ମାଲୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସ୍ୱାସ୍ଥ୍ୟକର୍ମୀ ବେଣୁ ପାଣି ଦିଗାଲଙ୍କଠାରୁ ଆରସିଏମ୍ ଏବଂ ଟିଏ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୦୯୧୭ମୃତ୍ୟୁ ସଂଖ୍ୟା ୧,୯୨୧ ।

ଭୁବନେଶ୍ବର ୩୧/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୭। କରୋନା ପଜିଟିଭ ସଂଖ୍ୟା ୩,୪୦୯୧୭ ଚିହ୍ନଟ ହୋଇଛନ୍ତି ୩,୩୬,୯୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୦୧୩ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଆସିକା ଥାନା ଅଧିକାରୀଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ।

ଆସିକା,୩୦/୦୩(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି। ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଦେବସ୍ମିତା…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ପୋଲସରା ବିଡିଓଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ।

ପୋଲସରା,୩୦/୦୩(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି)ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦୀଙ୍କୁ ସମ୍ମାନିତ କରାଯାଇଛି। ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଦେବସ୍ମିତା ମହାନ୍ତି,…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୦୧୯୪ମୃତ୍ୟୁ ସଂଖ୍ୟା ୧,୯୨୦ ।

ଭୁବନେଶ୍ବର ୨୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୦। କରୋନା ପଜିଟିଭ ସଂଖ୍ୟା ୩,୪୦୧୯୪ ଚିହ୍ନଟ ହୋଇଛନ୍ତି ୩,୩୬,୫୭୧ଜଣ ସୁସ୍ଥ ହୋଇଥିବା ବେଳେ ୧୬୫୦ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୦ ଜଣଙ୍କର ମୃତ୍ୟୁ…
Read More...